jsm

ଜିଲ୍ଲା ଡୁଡ଼ା ପ୍ରକଳ୍ପ ସହରୀ ପକ୍ଷରୁ ପୌର ପରିଷଦ ବିଭିନ୍ନ ଯୋଜନାକୁ ନେଇ ସଚତେନତା ରଥର ଉଦ୍‌ଘାଟନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡୁଡ଼ା ପ୍ରକଳ୍ପ ସହରୀ ପକ୍ଷରୁ ଜିଲ୍ଲାପାଲ କାର୍ଯ୍ୟାଳୟ ସମ୍ମୁଖରେ ପୌର ପରିଷଦ ଅଧୀନରେ ଚାଲିଥିବା ବିଭିନ୍ନ ଯୋଜନା ଘରକୁ ଘର ଯାଇ ଯୋଜନା କିପରି ଜନସାଧାରଣ ପାଇବେ ସେହି ଉପରେ ସହଯୋଗ ଭ୍ରାମ୍ୟାମାଣ ସହାୟତା କେନ୍ଦ୍ର ରଥକୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ପୌରାଧକ୍ଷା ଲିକା ସାହୁ ଉଦ୍‌ଘାଟନ କରିଥିଲେ । ଏହି ରଥଟି ବଲାଙ୍ଗିର ପୌର ପରିଷଦ ଅଞ୍ଚଳରେ ୯୦ ଦିନ ଘରକୁ ଘର ବୁଲିବ, ତାପରେ ଜିଲ୍ଲା ଅନ୍ୟ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳକୁ ରଥ ଯିବ । ଏହି ଅବସରରେ ଡୁଡ଼ା ପ୍ରକଳ୍ପ ସହରୀ ନିର୍ଦ୍ଦେଶକ ତରଣୀ ସୁନା, ଉପାଧ୍ୟକ୍ଷ। ଗାୟତ୍ରୀ ଭୋଇ, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ସାଂସଦ ପ୍ରତିନିଧି ପଙ୍କଜିନୀ ପଣ୍ଡା, ଲୋକସଭା ସାଂସଦ ରାଜ୍ୟ ସଭା ପ୍ରତିନିଧି ମୁନା ଖାଁ, ବଲାଙ୍ଗିର ବିଧାୟକ ପ୍ରତିନିଧି ଦେବବ୍ରତ ବେହେରାଙ୍କ ସହିତ ସମସ୍ତ କାଉନସିଲର ଓ ଡୁଡାର କର୍ମଚାରୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.