ସଇଁନ୍ତଳା ବ୍ଳକର ବିଭିନ୍ନ ସ୍ଥାନରେ ପୋଲିଓ ସେବନ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ସରକାରଙ୍କ ନିୟମ ଅନୁଯାୟୀ ଦୁଇ ବୁନ୍ଦା ଲେଖାଏଁ ପୋଲିଓ ଛୋଟ ଛୋଟ ପିଲାଙ୍କୁ ଦିଆଯାଇଥିଲା । ତେବେ ବରଗାଁ ଓ ଭନ୍ଦ୍ରା ଠାରେ ଆଶାକର୍ମୀ ଶାନ୍ତି ସୁନା ଓ ସସ୍ମିତା ସେନାପତି ମଧ୍ୟ ପିଲାମାନଙ୍କୁ ପୋଲିଓ ସେବନ କରାଇଥିଲେ ଓ ସରକାରଙ୍କ ନିୟମ ଅନୁଯାୟୀ ବାରମ୍ବାର ହାତ ଧୁଅନ୍ତୁ, ମାସ୍କ ବ୍ୟବହାର ସଠିକ ଭାବରେ ବ୍ୟବହାର କରନ୍ତୁ ବୋଲି ଲୋକଙ୍କୁ ସଚେତନତା କରିଥିଲେ ।

Leave A Reply

Your email address will not be published.