ମୁଖ୍ୟ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ହେବେ ଏୟାର ମାର୍ଶଲ ରାଜେଶ କୁମାର

ନୂଆଦିଲ୍ଲୀ : ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଏନଏସ ଧିଲନ୍ ଆଜି ନିଜ କାର୍ୟ୍ୟରୁ ଅବସର ଗ୍ରହଣ କରିବେ । ତେବେ ସୁଚନା ଅନୁସାରେ ତାଙ୍କ ସ୍ଥାନରେ ଏୟାର ମାର୍ଶଲ ରାଜେଶ କୁମାର ନିଯୁକ୍ତି ପାଇବେ । ରାଜେଶ କୁମାର ୧୯୮୧ ଡିସେମ୍ବରରେ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ପାଇଲଟ୍ ଭାବରେ ନିଯୁକ୍ତ ହୋଇଥିଲେ। ଏବଂ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଏବଂ ନ୍ୟାସନାଲ ଡିଫେନ୍ସ କଲେଜରୁ ସ୍ନାତକ ଡିଗ୍ରି ହାସଲ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.