ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଉପରଝରରେ ନିଧି ସଂଗ୍ରହ ଅଭିଯାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗ୍ରାମରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀମାନେ ଓ ଉପରଝରର ଯୁବ ସଙ୍ଗଠନର ସୂର୍ଯ୍ୟମଣି ବୁଦ୍ଧିଆ, ଇଶ୍ଵର ପଧାନ, ରୋହିତ ବାରିକ, ସଞ୍ଜୁ ବିଶ୍ଵାଳ, ଆକାଶ ବିଶ୍ଵାଳ, ରଞ୍ଜନ ବିଶ୍ଵାଳ, କାଶୀ ବିଶ୍ଵାଲଙ୍କ ସହ ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.