ଦମଦମା ବ୍ରିଜ ନିକଟ ଜାତୀୟ ରାଜପଥରେ ଓଲଟିଲା ଦଶଚକିଆ ଟ୍ରକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦମଦମା ବ୍ରିଜ ନିକଟ ଜାତୀୟ ରାଜପଥରେ ଓଲଟିଲା ଦଶଚକିଆ ଟ୍ରକ ବୋଲି ଖବର ମଳୀଛି । ସୂଚନା ଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଅତାବିରା ନିକଟସ୍ଥ ଦମମଦା ବ୍ରିଜ୍ ନିକଟରେ ଏକ ମାଲବୋଝେଇ ଦଶଚକିଆ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଯାହାଫଳରେ କି ରାସ୍ତାରେ ଯାତାୟତ ବାଧାପ୍ରା‌ପ୍ତ ସୃ‌ଷ୍ଟି ହୋଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Leave A Reply

Your email address will not be published.