centurian jitm

ଅରୁନ୍ଧତୀ ଜ୍ୱେଲର୍ସ ସମ୍ମୁଖରେ କାର ଦୁର୍ଘଟଣା

nschool

ବରଗଡ, (ମୁନ୍ନା ସାହୁ) : ଅରୁନ୍ଧତୀ ଜ୍ୱେଲର୍ସ ସମ୍ମୁଖରେ କାର ଦୁର୍ଘଟଣା । ଅଳ୍ପକେ ବର୍ତିଲେ ସ୍ଥାନୀୟ ଲୋକେ । ସୂଚନାଯୋଗ୍ୟ ଯେ, ଆଜି ସକାଳ ୮ଟା ସମୟରେ ଓଡ଼ି୧୭ ଡବ୍ଲ୍ୟୁ ୯୯୧୭ ନମ୍ବର ବିଶିଷ୍ଟ ଏକ କଳାରଙ୍ଗର କାର ଗାନ୍ଧୀଛକ ପଟୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଅରୁନ୍ଧତୀ ଜ୍ୱେଲର୍ସ ସମ୍ମୁଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ତେବେ କହାରି କିଛି କ୍ଷତି ହୋଇ ନଥିବା ବେଳେ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.