ଜାତୀୟସ୍ତରୀୟ “ଡିଭା ମିସ୍ ଇଣ୍ଡିଆ ୨୦୨୧”ରେ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ସ୍ନେହାଶ୍ରୀ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଜାତୀୟସ୍ତରୀୟ “ଡିଭା ମିସ୍ ଇଣ୍ଡିଆ ୨୦୨୧” ରେ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ସ୍ନେହାଶ୍ରୀ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ସ୍ନେହାଶ୍ରୀ ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରି ହରିଦ୍ୱାରରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ “ଡିଭା ମିସ୍ ଇଣ୍ଡିଆ ୨୦୨୧”ରେ ୩୮ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ସ୍ନେହାଶ୍ରୀ । ତେବେ ପୂର୍ବରୁ “୨୦୧୮ରେ ମିସ୍ ଓଡିଶା” ଟାଇଟାଲ ଜିତିଥିଲେ ଓ ମାଲେସିଆରେ ଅନୁଷ୍ଠିତ ହୋଇଥିବା “ଇଣ୍ଟରନ୍ୟାସନାଲ ଗ୍ଲୋବାଲ ୨୦୨୦”ରେ ସ୍ନେହାଶ୍ରୀ ଭାଗ ନେଇ “ମିସ୍ ଲିଟିଲ୍ କୁଇନ ହୋଇଥିଲେ ।

Leave A Reply

Your email address will not be published.