ବର୍ଷିଆନ ରାଜନେତା ଗରିବ ଖଟିଖିଆ ନିଷ୍ପେଷିତ ମଣିଷର ସ୍ୱର ଶମ୍ଭୁନାଥ ପଣ୍ଡାଙ୍କ ୮୭ ବର୍ଷ ବୟସରେ ପଦାର୍ପଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳର ଜନୈକ ବର୍ଷିଆନ ରାଜନେତା ଗରିବ ଖଟିଖିଆ ନିଷ୍ପେଷିତ ମଣିଷର ସ୍ୱର ଶମ୍ଭୁନାଥ ପଣ୍ଡା ୮୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଲଢୁଆଙ୍କର ଶୁଭ ଜନ୍ମ ଦିବସ ଅବସରରେ ଅଗଣିତ ବୁଦ୍ଧିଜୀବୀ ପ୍ରଣାମ ଜଣାଇଛନ୍ତି । ଆଇନଜୀବୀ ତଥା ସାମ୍ବାଦିକ ଡ଼କ୍ଟର ଗଜାନନ ତ୍ରିପାଠୀ ଆଶା ରଖିଛନ୍ତି ଯେ’ ଏହି ଶମ୍ଭୁନାଥ ଭାଇନାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କରି ଚଲାପଥକୁ କୁସୁମିତ କରନ୍ତୁ, ତାଙ୍କର ଦୀର୍ଘାୟୁ କରନ୍ତୁ ବୋଲି କାମାନା କରିଛନ୍ତି । ବର୍ଷିଆନନେତା ଶମ୍ଭୁନାଥ ପଣ୍ଡାଙ୍କ ୮୭ ବର୍ଷ ବୟସରେ ପଦାର୍ପଣ କରିଥିବା ନେଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କରି ଜନ୍ମ ଦିନରେ ଶୁଭ କାମନା ଜଣାଇଛନ୍ତି ।

Leave A Reply

Your email address will not be published.