
ଭୁବନେଶ୍ୱର : ଏଣିକି ବିବାହ ଉତ୍ସବରେ ପ୍ରୋସେସନ୍ କରାଯାଇ ପାରିବ । ପ୍ରୋସେସନକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଏଥିପାଇଁ କିଛି ସର୍ତ୍ତମଧ୍ୟ ରଖାଯାଇଛି । ପ୍ରୋସେସନ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏନେଇ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି ।
Recover your password.
A password will be e-mailed to you.