ସ୍ୱାମୀ ସ୍ତ୍ରୀଙ୍କୁ ଭୁଜାଲିରେ ହାଣି ହତ୍ୟା କଲା ଦୁର୍ବୃତ୍ତ

ରେଢ଼ାଖୋଲ : ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି । ଉଭୟେ ସ୍ୱାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଦମ୍ପତିଙ୍କୁ ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁଇ ମୃତକ ହେଲେ ଆଭାରମ କୁଜୁର ଓ କୁଆଁରୀ କୁଜୁର ବୋଲି ଜଣାପଡିଛି ।

Leave A Reply

Your email address will not be published.