ଲୋଇସିଂହା ବିଧାୟକ ଡ଼.ମୁକେଶ ମହାଲିଙ୍ଗଙ୍କ ମାତୃ ବିୟୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ପ୍ର।ତଃ ୫ ଟା ସମୟରେ ଲୋଇସିଂହା ବିଧାୟକ ଡ଼.ମୁକେଶ ମହାଲିଙ୍ଗଙ୍କ ମାତୃ ବିୟୋଗ ହୋଇଛି । ବିଧାୟକ ଡ଼. ମହାଲିଙ୍ଗଙ୍କ ମା’‌ଙ୍କ ୭୫ ବର୍ଷ ବୟସରେ ବରଗଡ଼ ବିକାଶ ନର୍ସିଂହୋମରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ଅମର ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ ବୋଲି ଅଂଚଳବାସୀ ତଥା ରାଜ୍ୟର ଗଣ୍ୟମାନ୍ୟ ବ୍ୟ‌କ୍ତି ସମୂହ କାମନା କରିଛ‌ନ୍ତି ।

Leave A Reply

Your email address will not be published.