oom

ହିଆଁଲ ଅନ୍ୱେଷା ଛାତ୍ରଛାତ୍ରୀ ନିବାସରେ ସୁନେତ୍ର କାର୍ଯ୍ୟକ୍ରମ ଆୟୋଜିତ

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ୱେଷା ଛାତ୍ରଛାତ୍ରୀ ନିବାସରେ ଗତ ଶୁକ୍ରବାର ଦିନ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୩୦୦ ଶଯ୍ୟା ବିଶିଷ୍ଟ ଏହି ଅନ୍ୱେଷା ଆଦିବାସୀ/ହରିଜନ ଛାତ୍ରଛାତ୍ରୀ ନିବାସରେ ୨୬୧ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର ପାତ୍ର, ତୁଳସୀରାମ ସାହୁ, ଛାତ୍ରଛାତ୍ରୀ ନିବାସର ସୁପରିଣ୍ଟେଣ୍ଡ ଦାୟିତ୍ୱରେ ଥିବା ଡବ୍ଲୁଇଓ ସ୍ମୃତିରଞ୍ଜନ ସାହୁ, ଅତିରିକ୍ତ ରମେଶ ଚନ୍ଦ୍ର ମାଝୀ, ୱାଡେନ କସ୍ତୁରୀ ଛତ୍ରିଆ, ସୁରେଶ ଚନ୍ଦ୍ର ବେହେରା, ସୁବର୍ଣ୍ଣ ଭୋଇ (ମାଟ୍ରୋନ) ଜନ୍ମିତକ୍ଷ ନାଗ, ଟ୍ୱିଟର ଖିରବତୀ ଲିଟି, ଦୀପକ ତାଣ୍ଡି, ରୋଷେୟା ରମେଇ ସେଠ, ଡମ୍ବରୁଧର ମହାଲିଙ୍ଗ, ରାଧାନାଥ ନାଗ, ମିଥୁନ ପ୍ରଧାନୀ, ପ୍ରତିଭା ନନ୍ଦ, ମାଳତୀ ରଣା, ପ୍ରକାଶିନୀ ଭୋଇ, ସରସ୍ୱତୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.