oom

ବେଦାନ୍ତ ଗାଡି ଧକ୍କାରେ ଭାଙ୍ଗିଥାନ୍ତା ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାଉଣ୍ଡରି ୱାଲ୍ : ଅଳ୍ପକେ ବର୍ତିଲା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଦାନ୍ତ ଗାଡି ଧକ୍କାରେ ଭାଙ୍ଗିଥାନ୍ତା ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାଉଣ୍ଡରି ୱାଲ୍ । ଅଳ୍ପକେ ବର୍ତିଲା । ସୂଚନା ଅନୁସାରେ, ଆଜି ଭୋର୍‌ ଆଡ଼କୁ ରାତି ପ୍ରାୟ ୪ଟା ସମୟରେ ଝାର୍‌ସୁଗୁଡାରୁ ବିଶାଖାପାଟଣାକୁ ଯାଉଥିବା ଖାଲି ବେଦାନ୍ତ ଗାଡିର ବାଆଁ ପଟ ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାଉଣ୍ଡରି ୱାଲ୍ ଯାଏଁ ଘୋଷାଡି ହୋଇଯାଇଥିବା ଦେଖିବାକୁ ମିଳିଛି । ବବ୍‌ଲୁ କୁମ୍ଭାର(୩୬) ଏହି ଗାଡିରେ ଡ୍ରାଇଭିଂ କରୁଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.