‘ବିଭୂତି’ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ମନୋଜ ଜୈନ

ତୁଷୁରା, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଆୟୋଜିତ ହଟ ନ୍ୟୁଜର ସ୍ୱର୍ଣ୍ଣକ୍ଷେତ୍ର ମହୋତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ‘ବିଭୂତି’ ସମ୍ମାନରେ ଯୁବ ସାମ୍ବାଦିକ ତଥା ପୂର୍ବତନ ତୁଷୁରା ସାମ୍ବାଦିକ ସଂଘର ସଭାପତି ମନୋଜ କୁମାର ଜୈନଙ୍କୁ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

Leave A Reply

Your email address will not be published.