ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନୀ ହିଂସା, ୧୮ ମୃତ

କୋଲକାତା : ପଶ୍ଚିମବଙ୍ଗରେ ପଞ୍‌ଞ୍ଚାରୟତ ନିର୍ବାଚନ ବେଳେ ହିଂସା ଦେଖିବାକୁ ମିଳିଛି । ଶନିବାର ଦିନ ବ୍ୟାପକ ହିଂସା ଭିତରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି । ହିଂସା ଯୋଗୁଁ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମ୍‌ସି କର୍ମୀ, ୩ ଜଣ ସିପିଆଇ(ଏମ୍‌) କର୍ମୀ, ବିଜେପିର ୩ ଓ କଂଗ୍ରେସର ଜଣେ କର୍ମୀ ରହିଥିବା କୁହାଯାଇଛି ।

Leave A Reply

Your email address will not be published.