csstore

ୟୁପିର ଆଡ୍‌ଭୋକେଟ୍‌କୁ ଗୁଳି ମାଡ ଘଟଣାକୁ ନେଇ ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଏସ୍‌ପିଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ୟୁପିର ଆଡ୍‌ଭୋକେଟ୍‌ ଚନ୍ଦ୍ର ଶେଖର ଆଜାଦ୍‌ଙ୍କୁ ହୋଇଥିବା ଗୁଳି ମାଡ ଘଟଣାକୁ ନିନ୍ଦା କରି ଆଜି ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ବଲାଙ୍ଗିର ଏସ୍ପି ରିଷିକେଶ ଖିଲାରୀଙ୍କ ଜରିଆରେ ଏହି ଗୁଳି ମାଡ ଘଟଣାରରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.