ଗୁଜରାଟର ଅମରେଲିରେ ଭୂମିକମ୍ପ ଅନୁଭୂତ

ଗାନ୍ଧୀନଗର : ଗୁଜରାଟର ଅମରେଲିରେ ଗୁରୁବାର ଭୂମିକମ୍ପର ହାଲୁକା ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ସାବରକୁଣ୍ଡଲା ତାଲୁକରେ ୩.୧ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି । ସିସମୋଲଜି ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (ଏସଆରଆଇ) ଏହି ସୂଚନା ଦେଇଛନ୍ତି । ତେବେ କମ୍ପନ ସୃଷ୍ଟି ହେବା ଯୋଗୁ କୌଣସି ଠାରେ ଧନଜୀବନ ହାନୀର କୌଣସି ସୂଚନା ନଥିବା ପ୍ରଶାସନ କହିଛି ।

Leave A Reply

Your email address will not be published.