ତୁର୍କୀରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ତୁର୍କୀରେ ପୁଣି ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୪ ରହିଛି । ହୟାତ ପ୍ରଦେଶରେ ଏହି ଝଟକା ଅନୁଭୂତ ହୋଇଛି । ପୂର୍ବରୁ ୭.୪ ତୀବ୍ରତାର ମହାବିନାଶକାରୀ ଭୂକମ୍ପ ପରେ ପୁଣି ଥରେ ତୁର୍କୀରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । କେତେ କ୍ଷୟକ୍ଷତି ଘଟିଛି, ଏହା ଏବେସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.