ଆଜି ଉଦ୍‌ଘାଟନ ହେବ ରମାଦେବୀ ନବନିର୍ମିତ ପ୍ରେକ୍ଷାଳୟ

ଭୁବନେଶ୍ୱର : ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଦ୍‌ଘାଟନ ହେବ ନବନିର୍ମିତ ପ୍ରେକ୍ଷାଳୟ । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରେକ୍ଷାଳୟକୁ ଆନୁଷ୍ଠାନିକ ଭାବେ ସନ୍ଧ୍ୟା ୫ଟାରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.