ନକଲି ଔଷଧ କାରବାର ଅଭିଯୋଗରେ ୧ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : କିଛିଦିନ ହେଲା ରାଜ୍ୟରେ ନକଲି ଔଷଧ ପ୍ରସ୍ତୁତି ଏବଂ ବିକ୍ରି ନେଇ ଉଦ୍‌ବେଗଜନକ ସ୍ଥିତି ଲାଗି ରହିଥିଲା । ନକଲି ଔଷଦ କାରବାର ଅଭିଯୋଗରେ ବରଗଡ ସହରର ଅଶୋକ ମେଡିକାଲ ମାଲିକ ସୁନୀଲ ଅଗ୍ରୱାଲଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌ ବରଗଡ ପହଞ୍ଚି ତନାଘନା କରିଥିଲା । ପରେ ୁନୀଙ୍କୁ ଟାୁନ ଥାନାରେ ଅଟକ ରଖାଯାଇଛି । ପଚରାଉଚୁରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.

error: Content is protected !!