ବନ୍ଧପଡା ହାଇସ୍କୁଲ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ବନ୍ଧପଡା ହାଇସ୍କୁଲ ୧୬ତମ ଚନ୍ଦ୍ରକାନ୍ତି ମେମୋରିଆଲ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଇର୍ନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ମୁଖ୍ୟଅତିଥି , ଉପାଧ୍ୟକ୍ଷ ନିରିମା ଅମାତ, ବିଇଓ ଲୋକନାଥ ସୁନା, ଏବିଇଓ ଦୁର୍ବାଦଳ ମିଶ୍ର, ସରପଞ୍ଚ ଗାୟତ୍ରୀ ଦୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପରୁସ୍କୃତ କରିଥିଲେ ।

Leave A Reply

Your email address will not be published.