ବ୍ରିଜେଶ ଦମାନି ଜାତୀୟ ବିଲିୟାଡର୍‌ସ ଚାମ୍ପିୟନ

ନୂଆଦିଲ୍ଲୀ : ଇନ୍ଦୋରରେ ପିଏସ୍‌ପିବି (ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋସନ ବୋର୍ଡ)ର ଧ୍ରୁବ ସିଟ୍‌ୱାଲଙ୍କୁ ୫-୩ରେ ହରାଇ ଏସିଆନ ଗେମ୍ସ ରୌପ୍ୟ ବିଜେତା ବ୍ରିଜେଶ ଦମାନି ପ୍ରଥମ ଥର ଜାତୀୟ ବିଲିୟାଡର୍‌ସ ଚାମ୍ପିୟନସିପ୍‌ ଜିତିଛନ୍ତି । ଇଣ୍ଡିଆନ ଅଏଲ୍ସର ବ୍ରିଜେଶ କ୍ୱାର୍ଟରଫାଇନାଲ ଓ ସେମିଫାଇନାଲରେ ଯଥାକ୍ରମେ କର୍ଣ୍ଣାଟକର ବି. ଭାସ୍କର ଏବଂ ବିଶ୍ୱ ୬ ରେଡ୍‌ ଚାମ୍ପିୟନ ଏସ୍‌. ଶଶିକିରଣଙ୍କୁ ପରାସ୍ତ କରିଥିଲେ । ବ୍ରିଜେଶ ଇତିମଧ୍ୟରେ ୬ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି ।

Leave A Reply

Your email address will not be published.