jsm

୧୦ ନଂ ୱାର୍ଡ ଅନ୍ତର୍ଗତ ସୁଦପଡା ସ୍ଥିତ ରେଲେୱ ଫାଟକ ପଡାକୁ ପରିଦର୍ଶନ କଲେ ପୌର ଅଧ୍ୟକ୍ଷା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ସହର ବିକାଶ ଆଡକୁ ଗତି କରୁଥିବା ବେଳେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସ୍ଥାନରେ ପାର୍କଗୁଡିକ ନିର୍ମାଣ କରାଯାଉଛି । ତେବେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୧୦ ନଂ ୱାର୍ଡର ସୁଦପଡା ସ୍ଥିତ ରେଲେୱ ଫାଟକ ପଡାକୁ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ପରିଦର୍ଶନ କରି ଆଜି ଏଠାରେ ନିର୍ମାଣାଧିନ ପାର୍କର ନିର୍ମାଣ କାମର ତଦାରଖ କରିବା ସହ ଡ୍ରେନ ବ୍ୟବସ୍ଥାର ଉନ୍ନତି କରଣ ବିଷୟରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

yuvodaya
Leave A Reply

Your email address will not be published.