pr

ପାଣି ଭିତରେ ଲୁଚାଇ ରଖିଥିବା କେନ୍ଦୁ କାଠଗଣ୍ଡି ଜବତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାମିଲିସର ଗାଁରେ ପାଣି ଭିତରେ ଲୁଚାଇ ରଖିଥିବା ୪ ଗୋଟି କେନ୍ଦୁ କାଠଗଣ୍ଡିକୁ ଜବତ କରିଛି ବନ ବିଭାଗ । ସୂଚନା ଅନୁସାରେ, ଜାମିଲିସର ଗାଁରେ କେହି ଜଣେ ବ୍ୟକ୍ତି ପାଣି ଭିତରେ ୪ ଗୋଟି କେନ୍ଦୁ କାଠଗଣ୍ଡି ଲୁଚାଇ ରଖିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ମୁରିବାହାଲ ରେଞ୍ଜର କର୍ମଚାରୀମାନେ ଚଢାଉ କରି ପାଣି ଭିତରୁ ବାହାର କରି ଚାରୋଟି କେନ୍ଦୁ କାଠଗଣ୍ଡିକୁ ଜବତ କରିଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲୁଥିବା ନେଇ ଡିଏଫ୍‌ଓ ନିତିଶ କୁମାରଙ୍କ ଠାରୁ ସୂଚନା ମିଳିଛି ।

nrusinghnath
Leave A Reply

Your email address will not be published.