ତାଲପାଲିର ଲଳିତ ଜେନେରାଲ ଷ୍ଟୋରର ଏଲ୍‌ଇଡି ବଲ୍‌ ଚୋରି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲିର ଲଳିତ ଜେନେରାଲ ଷ୍ଟାେରରେ ଏଲ୍‌ଇଡି ବଲ୍‌ ସହିତ ଅନେକ ସାମଗ୍ରୀ ଗତକାଲି ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ରଡ ସହିତ ଅନେକ ବିଦ୍ୟୁତ ଉପକରଣ ସାମଗ୍ରୀ ଚୋରି ହେବା ସହ ଦୀପାବଳୀ ପାଇଁ ଲାଗିଥିବା ଲିଚୁ ବଲ୍‌ ମଧ୍ୟ ଚୋରି ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିପ୍ରତି ପୋଲିସ ପ୍ରଶାସନ ଧ୍ୟାନ ଦେବା ପାଇଁ ଅଞ୍ଚଳରେ ଦାବୀ ହୋଇଛି ।

Leave A Reply

Your email address will not be published.