oom

ଗଜପତିରେ ୩ ଦିନରେ ୬୬୩.୮ମିମି ବର୍ଷା

jsmm

ପାରଳାଖେମୁଣ୍ଡି : ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରାଞ୍ଚଳ ସମେତ ୭ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଜିଲ୍ଲାରେ ଗତ ୩ ଦିନ ମଧ୍ୟରେ ମୋଟ ୬୬୩.୮ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡିଛି । କାଶୀନଗର ବ୍ଲକରେ ୩ଦିନ ମଧ୍ୟରେ ମୋଟ ୩୪ମିମି ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡି ସହରରେ ୧୩୬.୬ମିମି, ରାୟଗଡ ବ୍ଲକରେ ୮୯ମିମି, ଗୁମ୍ମା ବ୍ଲକରେ ୯୦ମିମି, ନୂଆଗଡ଼ ବ୍ଲକରେ ୬୨.୨ମିମି, ଆର୍‌.ଉଦୟଗିରି ବ୍ଲକରେ ୩୧.୨ମିମି, ମୋହନା ବ୍ଲକରେ ୫୦.୪ମିମି, ଗୋଷାଣୀ ବ୍ଲକରେ ୧୭୦ ମିମି ବର୍ଷା ହୋଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.