jsm

ଅଲାତରା ଗ୍ରାମ ପଞ୍ଚାୟତଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ସରପଞ୍ଚ ସସ୍ମିତା ନାଗଙ୍କ ନେତୃତ୍ୱରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚଳ ହରିଜନ, ନାଏବ ସରପଞ୍ଚ ନରେଶ ଦଣ୍ଡିଆ, ମହିଳା ମହାସଂଘ ଏମ୍‌.ବି.କେ ମମିତା ସାହୁ, ମୋଟିଭେଟର ସୂର୍ଯ୍ୟମଣୀ ନାଗ, ସମାଜସେବୀ ସୁରେନ ସାହୁ ଆଶା କର୍ମୀ ଗୋଲାପୀ ବାରିକ ସହ ମହିଳା ଏବଂ ଗ୍ରାମବାସୀ ଉପସ୍ଥିତ ରହି ନିଜ ଘର ଓ ଗ୍ରାମକୁ ସଫା ସୁତୁରା, ପରିବେଶ ସୁରକ୍ଷା, ଜୀବନ ରକ୍ଷା ପ୍ଲାଷ୍ଟିକ ମୁକ୍ତ ଗ୍ରାମ, ଥରେ ମାତ୍ର ବ୍ୟବହାର ହୋଇଥିବା ପ୍ଲାଷ୍ଟିକ ବର୍ଜନ, ଆବର୍ଜନା କୁଣ୍ଡର ତିଆରି ଓ ବ୍ୟବହାର ଉପରେ ସଚେତନ ବାର୍ତା ଦେଇଥିଲେ ।

yuvodaya
Leave A Reply

Your email address will not be published.