‘ଅହିଂସା ରଥ’କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧିଜୀଙ୍କ ଜୟନ୍ତୀରେ ଲୋକସେବା ଭବନରେ ଶାନ୍ତି, ଅହିଂସା ଓ ସ୍ୱରାଜର ମହୋତ୍ସବ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବା ସହ ଭବନ ପରିସରରେ ସ୍ୱରାଜ ବୃକ୍ଷ ରୋପଣ କରି ଗାନ୍ଧିଜୀଙ୍କ ବାର୍ତ୍ତା ପ୍ରସାର କରୁଥିବା ‘ଅହିଂସା ରଥ’କୁ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.