‘ଅହିଂସା ରଥ’କୁ ସାରା ରାଜ୍ୟରେ ବିପୁଳ ସ୍ୱାଗତ ଓ ସମ୍ମାନ ଜଣାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାନ୍ଧିଜୀଙ୍କ ଶାନ୍ତି ଓ ଅହିଂସା ବାର୍ତ୍ତାର ପ୍ରସାର କରୁଥିବା ‘ଅହିଂସା ରଥ’କୁ ସାରା ରାଜ୍ୟରେ ବିପୁଳ ସ୍ୱାଗତ ଓ ସମ୍ମାନ ଜଣାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଗାନ୍ଧୀ ଜୟନ୍ତୀର ପବିତ୍ର ଅବସରରେ ଲୋକସେବା ଭବନରେ ସ୍ୱରାଜ ବୃକ୍ଷରୋପଣ କରି ସେ ଖୁସି ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.