ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉହିଆ) : ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତା.୩୦/୦୯/୨୦୨୨ରିଖରେ ଆୟୋଜିତ ହୋଇଥିବା ୱେବ୍ନର ବିଷୟ ” ସାମୁଦ୍ରିକ ବାତ୍ୟାର ସୃଷ୍ଟି, ପୂର୍ବାନୁମାନ ଏବଂ ଏହାର ପ୍ରଭାବ “ଆଲୋଚନାରେ ଡେଲାଙ୍ଗରୁ ପରିବେଶ ପ୍ରେମୀ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ଅଂଶଗ୍ରହଣ କରି ବହୁ ଉପାଦେୟ ତଥ୍ୟ ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ଠାରୁ ଜାଣିବାକୁ ପାଇଛନ୍ତି । ତେବେ ଏହି ସୁନ୍ଦର ଆଲୋଚନାରେ ଶ୍ରୀ ପାଢ଼ୀ ବୈଜ୍ଞାନିକ ଶ୍ରୀ ଦାସ ମହୋଦୟଙ୍କୁ ଧନ୍ୟବାଦ ଦେବା ସଂଗେ ସଙ୍ଗେ ପରିବେଶ ସୁରକ୍ଷା ଦିଗରେ ତାଙ୍କ ଦିଗଦର୍ଶନ ଆମ ପାଇଁ ସର୍ବଦା ପଥପ୍ରଦର୍ଶକ ହୋଇ ରହିବ ବୋଲି ଅଭିହିତ ଚରିଛନ୍ତି ।
Prev Post