csstore

ଘରୋଇ ବସ୍‌ ପିଙ୍କିରୁ କଫ୍‌ ସିରଫ୍‌ ଜବତ : କଣ୍ଡକ୍ଟର ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱରରୁ ନୂଆପଡା ଅଭିମୁଖେ ଆସୁଥିବା ଘରୋଇ ବସ ପିଙ୍କିରେ କଫ୍‌ ସିରଫ୍‌ ଆସୁଥିବା ଖବର ପାଇ ସୋହେଲା ପୋଲିସ ଯାଞ୍ଚ କରିଥିଲା ଏବଂ ୭୯୮ ଗୋଟି କଫ୍‌ ସିରଫ୍‌ ଜବତ କରିବା ସହ କଣ୍ଡକ୍ଟର ସରୋଜ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୁତି ଭୂଷଣ ଭୋଇ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.