୩୦ ଦିନ ମଧ୍ୟରେ ୨୧ ଗୋଟି ଜିଲ୍ଲାରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟ ପରିକ୍ରମା କରୁଛି ଅହିଂସା ରଥ । ଅଗଷ୍ଟ ୧୫ରୁ ଯାତ୍ରା ଆରମ୍ଭ କରିଥିବା ୪ଗୋଟି ରଥ ୩୦ ଦିନ ମଧ୍ୟରେ ୨୧ ଗୋଟି ଜିଲ୍ଲାରେ ପ୍ରଚାର କରିଛି ଅହିଂସାର ବାର୍ତ୍ତା । ହଜାର ଛାତ୍ରଛାତ୍ରୀ, ମିଶନ ଶକ୍ତି ସଦସ୍ୟ ତଥା ଜନସାଧାରଣ ଅତ୍ୟନ୍ତ ଉତ୍ସାହ ସହକାରେ ରଥଗୁଡିକୁ ସ୍ୱାଗତ କରୁଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!