ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଯାଜପୁର : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବାର ଖବର ମିଳିଛି । ଗୁରୁତରଜଣଙ୍କ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ରାଇଛନ୍ଦା (ତୋଟାସାହି) ଗ୍ରାମର ବଟକୃଷ୍ଣ ସାହୁ (୭୦) । ସୂଚନା ଅନୁସାରେ ସେ ଶୌଚ ପାଇଁ ଯାଇଥିବା ବେଳେ ବଳରାମପୁର ଜୁନିଅର କଲେଜ ଆଗରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । ରାତି ୪ଟାରେ ଆମ୍ବୁଲାନ୍ସରେ ଏହି ଅଘଟଣ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ମେଡିକାଲ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!