ପ୍ରଥମ ଥର ପାଇଁ ବଲାଙ୍ଗିରର ନୂତନ ବସ୍‌ ଟର୍ମିନାଲରୁ ଅନୁଗୋଳକୁ ଗଡିଲା ବସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଠାରୁ ପ୍ରଥମ ଥର ପାଇଁ ବଲାଙ୍ଗିରର ନୂତନ ବସ୍‌ ଟର୍ମିନାଲରୁ ଅନୁଗୋଳକୁ ଗଡିଛି ବସ୍‌ । ତେବେ ପୂବରୁ ଏହି ରୁଟ୍‌ରେ ବସ୍‌ ଚାଲିଥିଲା । ହେଲେ ବଲାଙ୍ଗିରରୁ ଅନୁଗୋଳକୁ ସିଧାସଳଖ ବସ୍‌ ସେବା ନଥିବା ବେଳେ ଆଜି ଭୋର୍‌ ୪ଟା ସମୟରେ ବଲାଙ୍ଗିରରୁ ଏକ ସରକାରୀ ବସ୍‌ ବାହାରି ସୋନପୁରରୁ ବୌଦ୍ଧ ଦେଇ ଅନୁଗୋଳ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.