jayashree

ଏସ୍‌ସିବି ମେଡିକାଲ କଲେଜରେ ବିଶେଷଜ୍ଞମାନଙ୍କୁ ନେଇ କମିଟି ଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏସ୍‌ସିବି ମେଡିକାଲ କଲେଜରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ମେଡିସିନ୍, ପେଡିଆଟ୍ରିକ୍, ସ୍କ୍ରିନ୍ ଆଣ୍ଡ୍ ଭିଡି ଡକ୍ଟର ଏବଂ ଏଡସ୍ କଣ୍ଟ୍ରୋଲ ସୋସାଇଟି ଅଧିନସ୍ଥ ସମସ୍ତ ଜିଲ୍ଲାସ୍ତରର ଅଧିକାରୀଙ୍କୁ ମଙ୍କିପକ୍ସ ସମ୍ବନ୍ଧୀତ ତାଲିମ ପ୍ରଦାନ କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.