୭୫ ଦିନ ପାଇଁ ବିନା ମୂଲ୍ୟରେ ଟିକାକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୮ରୁ ୫୯ ବର୍ଷ ନିମନ୍ତେ ଚଳିତ ଜୁଲାଇ ୧୫ ତାରିଖରୁ କୋଭିଡ୍ ପ୍ରିକ୍ସନ୍ ଡୋଜ୍ ସରକାରୀ କୋଭିଡ୍ ଟୀକାକରଣ କେନ୍ଦ୍ରମାନଙ୍କରେ ୭୫ ଦିନ ପାଇଁ ବିନା ମୂଲ୍ୟରେ ଦିଆଯାଉଛି । ୨ୟ ଡୋଜ୍ ଟୀକା ନେଇଥିବା ବ୍ୟକ୍ତିମାନେ ୬ ମାସ ପରେ ପ୍ରିକ୍ସସନ୍ ଡୋଜ୍ ନେଇପାରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.