Yearly Archives

2026

ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ : ୩ ଅଟକ ସଇଁତଲା, (ଖୁସିରାଣୀ ସାହୁ) : ବିବାହକୁ ବର୍ଷେ ବିତିନି ଶାଶୁ ଘରେ ନବ ବଧୂର ଜୀବନ ଚାଲିଯାଇଛି । ଅଗ୍ନିକୁ ସାକ୍ଷୀ ରଖି ଦିନେ ଯିଏ ସାତ ଜନ୍ମର ସାଥି ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲା । ଆଜି ସେ ପରିବାର ଲୋକଙ୍କ ସହ ମିସି ନିଜ
Read More...

ଡକ୍ଟରେଟ ଉପାଧି ପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଆଞ୍ଚଳିକ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ. ବିଜୟ କୁମାର କଲେଟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଡ. କଲେଟଙ୍କୁ ଭାରତ ସରକାରଙ୍କ ଦ୍ଵାରା ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଏନେଇ ଆଜି କଲେଜ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା
Read More...

ସାଇଟ୍‌ କଲେଜରେ ବିଶ୍ୱ ନାଟ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ରାମଜୀ ଯୁବକ ସଂଘ ଦ୍ୱାରା ସାଇଟ୍‌ କଲେଜରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ସାଇଟ୍‌ ନର୍ସିଂ ଅଧ୍ୟକ୍ଷା ସ୍ନିଗ୍ଧାମିନତୀ ଦାନୀ ଅଧ୍ୟକ୍ଷତା କରଥିବା ବେଳେ ବିଶିଷ୍ଟ ସାମାଜିକ କର୍ମୀ ତଥା କଳାକାର ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି
Read More...

ଆଶ୍ରମପଡ଼ାରେ ରାମ ନବମୀ ଅବସରରେ ଭବ୍ୟ ରାଲି

ଶତାଧିକ ଭକ୍ତଙ୍କ ସହଭାଗିତା କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ରାମ ନବମୀ ଅବସରରେ ଆଶ୍ରମପଡ଼ାର ରାମ ସେନା ସଂଗଠନ ପକ୍ଷରୁ ଏକ ଭବ୍ୟ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ଶତାଧିକ ମହିଳା ଏବଂ ପୁରୁଷ ଯୋଗଦେଇ ନଗର ପରିକ୍ରମା କରିଥିଲେ । ଭକ୍ତମାନେ ହାତରେ ଝଣ୍ଡା ଧରି ଏବଂ ଭକ୍ତିମୟ
Read More...

ବଡ଼ ଭାଇଙ୍କ ମୃତ୍ୟୁ ଖବରରେ ସାନ ଭାଇଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୃତ୍ୟୁ ଏମିତି ବି ଆସେ । ବଡ଼ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନଭାଇ ମଧ୍ୟ ହରାଇଲେ ଜୀବନ । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆଦର୍ହ ଗ୍ରାମରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇଦେଇଛି । ସୂଚନା ଅନୁସାରେ,
Read More...

ଉଦିତ ନଗର ପଡ଼ିଆରେ ଅଗ୍ନିଶମ ବାହିନୀର ମକ୍ ଡ୍ରିଲ୍

ଆଧୁନିକ ପ୍ରଯୁକ୍ତିରେ ଅଗ୍ନିନିର୍ବାପଣ ଓ ଉଦ୍ଧାର କୌଶଳର ପ୍ରଦର୍ଶନ ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ରାଉରକେଲା ଅଗ୍ନିଶମ ବାହିନୀ ପକ୍ଷରୁ ଉଦିତ ନଗର ପଡ଼ିଆ ଠାରେ ଏକ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
Read More...

ଉତ୍ସବ ମୁଖର ଭାବେ ରିକାପଲ୍ଲୀରେ ଶ୍ରୀ ରାମନବମୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ରିକାପଲ୍ଲୀ ସାହି-ପୁରୁଣା ଡାଲ୍ଡା ମିଲ୍ ରୋଡ଼ ଠାରେ ଅବସ୍ଥିତ ମହାବୀର ହନୁମାନ ବିଗ୍ରହ ଚୌକ ପରିସରରେ ଲାଲାଜୀ ପ୍ରଭୁଶ୍ରୀ ରାମଜୀଙ୍କ ଜନ୍ମୋତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ମର୍ଯ୍ୟାଦା ପୁରୁଷୋତ୍ତମ
Read More...

ବ୍ରହ୍ମକୁମାରୀ ସଂସ୍ଥାନର ଦାଦି ଜାନକୀଙ୍କ ଷଷ୍ଠତମ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଠାରେ ଦାଦି ଜାନକୀଙ୍କ ଷଷ୍ଠତମ ସ୍ମୃତି ବାର୍ଷିକୀ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଦାଦି ଜାନକୀଙ୍କ ଜନ୍ମ ତା - ୧-ଜାନୁଆରୀ- ୧୯୧୬ରେ ସିନ୍ଧୁ ନଦୀର
Read More...

ପବିତ୍ର ରାମ ନବମୀରେ ବିଭିନ୍ନ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କଲେ ନରସିଂହ

କୁନି ପିଲାଙ୍କ ପାଇଁ ଜଗନ୍ନାଥ ପବ୍ଲିକ ସ୍କୁଲ ହେଲା ଉଦ୍‌ଘାଟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ରାମ ନବମୀ ଅବସରରେ ସାରା ବଲାଙ୍ଗିିର ଉତ୍ସବ ମୁଖର ହୋଇଛି । ଏ ଅବସରରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କୁଟୁମଡୋଲାର ଦେବାଳୟ ତଥା ବଲାଙ୍ଗିର ସହର ମଧ୍ୟରେ ଥିବା ବିଭିନ୍ନ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସାଇଟ କଲେଜ ସଦାଇପାଲି ପରିସରରେ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ସ୍ୱାଗତ ଭାଷଣ ପରେ ସଭାପତିଙ୍କ ଦ୍ୱାରା ସଭା
Read More...