Monthly Archives

February 2026

ଭାରତୀୟ ରେଳବାଇ ପାଇଁ 2.93ଲକ୍ଷ କୋଟି ଟଙ୍କାର ରେକର୍ଡ ପୁଞ୍ଜି ବ୍ୟୟବରାଦ

• ଦ୍ରୁତଗାମୀ ସଂଯୋଗୀକରଣ, ମାଲ ପରିବହନ ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅଧିକ ଅର୍ଥ ବିନିଯୋଗ ହେବ• ସାରା ଭାରତରେ ସାତୋଟି ନୂତନ ହାଇ-ସ୍ପିଡ୍ କରିଡର ଭାରତର ଶ୍ରେଷ୍ଠ ସହରଗୁଡ଼ିକୁ ଯୋଡ଼ିବ, ଦକ୍ଷିଣ ହାଇ-ସ୍ପିଡ୍ ଡାଇମଣ୍ଡ କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ,…
Read More...

ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗରେ ବ୍ୟାପକ ଦୁର୍ନୀତିକୁ ନେଇ ଅନଶନ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମୁଖିଗୁଡା ସ୍ଥିତ ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନାଲ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିକୁ ନେଇ ଜଣେ ସମାଜସେବୀ ନିରପେକ୍ଷ ତଦନ୍ତ ଦାବି କରି ଅନଶନରେ ବସିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ…
Read More...

ଲିପୁ ମେମୋରିଆଲ ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫୁଲବାଣୀ ବିଜୟୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସୁରେଶ୍ଵରୀ ଫୁଟବଲ ଏକାଡେମୀ ତରଫରୁ ଆଜି ସୋନପୁର କଲେଜ ପଡିଆ ଠାରେ ଚତୁର୍ଥ ଲିପୁ ମେମୋରିଆଲ ଅଲ୍ ଓଡିଶା ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତକାଲି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଫୁଲବାଣୀ ଦଳ ଚମ୍ପିୟାନ ହୋଇଛନ୍ତି । ଦିନିକିଆ ଏହି…
Read More...

ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଶେଷ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀ ଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୨ୟ ବାର୍ଷିକ ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୫ ତାରିଖରୁ ମାର୍ଚ୍ଚ ୫ ତାରିଖ ମଧ୍ୟରେ ଅନୁଷ୍ଠିତ…
Read More...

୨୭ତମ ଇଉଫୋରିଆ -୨୬ ଉଦଯାପିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଯୁବ ପ୍ରତିଭାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାକୁ ଲୋକଲୋଚନକୁ ଆଣିବାରେ ଦି ଇଉଫୋରିଆ ଅନୁଷ୍ଠାନ ୨୭ ବର୍ଷ ଧରି ତାର ପ୍ରଚେଷ୍ଟାରେ ଲାଗି ରହିଛି । ରାଜ୍ୟସ୍ଥରୀୟ ଆନ୍ତମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ -୨୦୨୬ ବିଗତ ୪ ଦିନ ଧରି ସ୍ଥାନୀୟ…
Read More...

ଜନଜାତି ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ବଜେଟ୍ ୨୦୨୬-୨୭ : ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍, ଯାହା ଓଡ଼ିଶାକୁ ବେଶ୍ ଲାଭବାନ କରିବକେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବିବୃତି ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ର ବଜେଟକୁ ସ୍ୱାଗତ…
Read More...

ତୋଷାଳୀ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା : ଲୋକକଳାକୁ ଉଜ୍ଜୀବିତ କରୁଛି ମହୋତ୍ସବ

ତୁଷୁରା, (ଖୁସିରାଣୀ ସାହୁ) : ତୁଷୁରା ବାଳକ ହାଇସ୍କୁଲ ପଡ଼ିଆରେ ଚାଲିଥିବା ପଞ୍ଚମ ତୋଷାଳୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦୁଲୁକିଛି ମଂଚ । ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ ଓ ମୁଖ୍ୟବକ୍ତା ଲୋକକବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଏଭଳି ଲୋକ ମହୋତ୍ସବରେ…
Read More...

ମା’ ପାଟଖଣ୍ଡା ମନ୍ଦିରର ଦାନ ହୁଣ୍ଡିର ୫୪, ୩୦୦ ବାହାରିଲା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ ମା' ପାଟଖଣ୍ଡାଙ୍କ ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ଡିକୁ ରବିବାର ସନ୍ଧ୍ୟାରେ କମିଟିର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ…
Read More...

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ପାଳିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସତସଙ୍ଗ କେନ୍ଦ୍ର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୮ତମ ଜନ୍ମ ମହା ମହୋତ୍ସବ ରବିବାର ସାରା ଦିବସ ବ୍ୟାପି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ସହ ପାଳିତ ହେଇଯାଇଛି । ଏହି…
Read More...

ସି ପି ଆଇ ଏମ୍ ପକ୍ଷରୁ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ୧୧୯ ତମ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମ୍ୟବାଦୀ ଚେତନାର ଭଗୀରଥ, ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସମ୍ପାଦକ, ମାର୍କ୍ୟବାଦୀ ସାହିତ୍ୟର ଆଦ୍ୟ ପ୍ରବର୍ତ୍ତକ, କମ୍ୟୁନିଷ୍ଟ ଇସ୍ତାହାରର ପ୍ରଥମ ଓଡ଼ିଆ ଅନୁବାଦକ, 'କମ୍ୟୁନିଷ୍ଟ ଇଣ୍ଟେର ନ୍ୟାସନାଲ'ର ଆନ୍ତର୍ଜାତୀୟ ସଙ୍ଗୀତର ଓଡ଼ିଆ ଭାଷାନ୍ତର…
Read More...