Monthly Archives

February 2026

ଗୁଜରାଟରେ ଜାତୀୟ ରାଜପଥ – ୫୬ ଚାରି-ଲେନ୍ ଉନ୍ନତିକରଣକୁ କ୍ୟାବିନେଟ୍ ଅନୁମୋଦନ

୪୫୮୩.୬୪ କୋଟି ଟଙ୍କା ପୁଞ୍ଜି ବ୍ୟୟବରାଦ; ଧମାସିଆ–ବିଟାଡା/ମୋଭି ଏବଂ ନସରପୋର–ମାଲୋଥା ସେକ୍ସନ୍ ଉନ୍ନତିଯାତାୟାତ ସୁବିଧା ବୃଦ୍ଧି ସହ ଆଞ୍ଚଳିକ ଆର୍ଥିକ କାର୍ଯ୍ୟକଳାପକୁ ମିଳିବ ନୂତନ ଗତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ…
Read More...

ବଜାର ଆଧାରିତ ସହରୀ ପରିବର୍ତ୍ତନକୁ ଗତିଶୀଳ କରିବା ପାଇଁ 1 ଲକ୍ଷ କୋଟି ଟଙ୍କାର ସହରୀ ଚ୍ୟାଲେଞ୍ଜ ପାଣ୍ଠିକୁ କ୍ୟାବିନେଟ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଗତକାଲି ସହରୀ ଚ୍ୟାଲେଞ୍ଜ ପାଣ୍ଠି (ୟୁସିଏଫ)କୁ ମଞ୍ଜୁର କରିଛନ୍ତି । ଏହା ମୋଟ 1 ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରିବ। ପ୍ରକଳ୍ପ ମୂଲ୍ୟର ସର୍ବନିମ୍ନ 50 ପ୍ରତିଶତ…
Read More...

ମେଧାବୀ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଚେଷ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ

"ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳମନ୍ତ୍ର" ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଥିବା ଭୟ ଓ ଚାପକୁ ଦୂର କରିବା ସହ ସଫଳତାର ସଠିକ ଦିଗ ଦେଖାଇବା ପାଇଁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ 'ପ୍ରଚେଷ୍ଟା'…
Read More...

ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକା ଶ୍ରେଣୀର ୧୭ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ…
Read More...

ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଭେଞ୍ଚର କ୍ୟାପିଟାଲ ସଂଗ୍ରହ କରିବା ଲାଗିଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍…

ଡିପ୍-ଟେକ୍, ପ୍ରଯୁକ୍ତିବିଦ୍ୟା ଆଧାରିତ ନବୋନ୍ମେଷୀ ଉତ୍ପାଦନ ଷ୍ଟାର୍ଟଅପ୍ ଏବଂ ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟର ଷ୍ଟାର୍ଟଅପଗୁଡ଼ିକୁ ସମର୍ଥନ କରିବା ପାଇଁ 10,000 କୋଟି ଟଙ୍କାର ପାଣ୍ଠି ଆବଣ୍ଟିତ ନୂଆଦିଲ୍ଲୀ, (ପିଆଇବି) : ଭାରତର ବର୍ଦ୍ଧିତ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଏକ ପ୍ରମୁଖ…
Read More...

କୁଲିହାବାହାଲ କ୍ରିକେଟ ପ୍ରତିଯୋଗିତା : ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତ ଅନ୍ତର୍ଗତ କୂଲିଆବାହାଲ ହରିଶଙ୍କର କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆରେ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଦେଓଗାଁ ଓ ସିଆଲଜୋର୍ ମଧ୍ୟରେ ହୋଇଥିଲା । ଏହି…
Read More...

ବିଧାୟକ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ – ନଅଗାଁ(ଖ) ଚମ୍ପିୟାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳରେ କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ବିଧାୟକ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ।…
Read More...

ମାୟାବର୍ହା ହାଇସ୍କୁଲରେ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିିିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ…
Read More...

ସର୍ବଭାରତୀୟ ସ୍ତରୀୟ ବଡି ବିଲିଂ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କଲେ ଦିଲ୍ଲୀପ ପାତ୍ର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ଗର୍ବ ଓ ଗୌରବ ଦିଲ୍ଲୀପ ପାତ୍ର । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କରି ବାଲିଗୁଡା ପାଇଁ ଗୌରବ ଅଣିଛନ୍ତି ଦିଲ୍ଲୀପ । ଭୁବନେଶ୍ଵର ସ୍ଥିତ ଉତ୍କଳ ମଣ୍ଡପରେ ଆୟୋଜିତ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ…
Read More...

ଯୋଗ ବେଦାନ୍ତ ସମିତି ଆନୁକୂଲ୍ୟରେ ମାତୃପିତୃ ପୂଜନ ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରେ) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାର୍ଥନା ଗୃହରେ ସ୍ଥାନୀୟ ଯୋଗ ବେଦାନ୍ତ ସେବାଶ୍ରମ ଆନୁକୂଲ୍ୟରେ ମାତୃପିତୃ ପୂଜନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଫେବୃଆରୀ ୧୪କୁ ଭେଲେନଟାଇନ୍ ଡେ' ଭାବରେ ସମଗ୍ର ବିଶ୍ଵରେ ପାଳନ କରୁଥିବା ବେଳେ ଭାରତ…
Read More...