Yearly Archives

2025

ବଙ୍ଗୋମୁଣ୍ଡାରେ ତାଳୁକା ଆଇନ ସେବା କମିଟି ଗଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ସ୍ଥାନୀୟ ଜେଏମ ଏଫ୍ ସିଠାରେ ମାନ୍ୟବର ଜିଲ୍ଲା ନ୍ୟାୟଧିଶ ବଲାଙ୍ଗିର ଓ ଜେ.ଏମ.ଏଫ୍.ସି ବଙ୍ଗୋମୁଣ୍ଡା ଶୁଭମ୍ କାନୁନଗୋଙ୍କର ତତ୍ତ୍ଵାବଧାନରେ ବଙ୍ଗୋମୁଣ୍ଡା ତାଳୁକା ଆଇନ ସେବା କମିଟି ଗଠନ କରାଯାଇଛି ।
Read More...

ରୋଟାରୀ କ୍ଲବ ଭାଇବ୍ରାଣ୍ଟର ଚତୁର୍ଥ ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଚତୁର୍ଥ ସ୍ଥାପନା ଦିବସ ସେକ୍ଟର ୧୯ ସ୍ଥିତ ସରୋବରଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ଗଣେଶ୍ୱର ପଟ୍ଟନାୟକ ଓ ରୋଟାରିଆନ ଡ଼ଃ ସଞ୍ଜୁକ୍ତା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଟିଟିଲାଗଡ କେନ୍ଦୁପତ୍ର ବନଖଣ୍ଡ ସିଜିନାଲ କର୍ମଚାରୀ ସଂଘର ସଭାପତି ନିର୍ବାଚିତ ହେଲେ ପ୍ରଶାନ୍ତ କୁମାର ମେହେର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସଇଁତଳା କୁମ୍ଭାରୀ କଲ୍ୟାଣ ମଣ୍ଡପଠାରେ ଡିଭିଜନ ସ୍ତରୀୟ ସିଜିନାଲ୍ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଉପଦେଷ୍ଟା ସୁରେଶ ମହାନନ୍ଦ, ଟିଟିଲାଗଡ ସମ୍ପାଦକ ଛବିଳ ସିଂ ଚିଣ୍ଡା,
Read More...

ଜୀବନ କୌଶଳ ଦକ୍ଷତା ତାଲିମ ଶିବିର

ଆଗଲପୁର, (ସୁଶିଲ ମିଶ୍ର) : ଆଗଲପୁର ବ୍ଲକ ବଡଟିକା ପଂଚାୟତ କନଫରେନ୍ସ ହଲଠାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଏବଂ AESPIRE ତରଫରୁ ବଡ଼ଟିକା ଗ୍ରାମ ପଂଚାୟତ ଗାଁ ଗୁଡ଼ିକର କିଶୋରୀ ସଂଘର ଲିଡରଙ୍କୁ ନେଇ ଜୀବନ କୌଶଳ ଦକ୍ଷତା ତାଲିମ ଅନୁଷ୍ଠିତ ହଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଗଁରେଇ ଗ୍ରାମରେ ଧାନ ପହ୍ଲା ରୋଉଥିବା ବେଳେ ବଜ୍ରପାତ ସ୍ଵାମୀ ସ୍ତ୍ରୀ ଗୁରୁତର : ଭୀମଭୋଇ ମେଡିକାଲରେ ଭର୍ତ୍ତି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ଜମିରେ ଧାନ ପହ୍ଲା ରୋଉଥିବା ବେଳେ ବଜ୍ରପାତରେ ଦୁଇ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
Read More...

ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦଯାପିତ

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ଜାମପଦର ପୋଲିସ କଲୋନୀ ପରିସରରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମାଙ୍କ
Read More...

ଏକ୍‌ ସାମ୍ ରଫି ସାହେବ କେ ନାମ୍ ଆସନ୍ତା ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ତଥା ସଂଗୀତ ଅନୁଷ୍ଠାନ ସାଇ ସଂଗମ ମ୍ୟୁଜିକାଲ ଏଣ୍ଡ ସୋସିଆଲ ଟ୍ରଷ୍ଟ ତରଫରୁ ମହାନ୍ ଚଳଚ୍ଚିତ୍ର ଜଗତର ଗାୟକ ମହମ୍ମଦ ରଫିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଏକ୍ ସାମ୍ ରଫି ସାହେବ କି ନାମ୍ ଆସନ୍ତା ୨୮
Read More...

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ : ରାଉରକେଲାରେ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୁଲ୍ୟରେ ଏହାର କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ସଂସ୍ଥାନର ସଭାପତି ପ୍ରସନ୍ନ କୁମାର ବିନ୍ଧାଣି ସଭାପତିତ୍ୱ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ଚାମ୍ବର ଅଫ୍
Read More...

ପ୍ରଗତି ଉତ୍କଳ ସଂଘର ବର୍ଷା ଆସର

ସମ୍ଭାବନାର ବାର୍ତ୍ତା ନେଇ ଆସେ ବର୍ଷା : ଶ୍ରୀ ହୋତା ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ବର୍ଷା ସାହିତ୍ୟ ଆସର ନିଜସ୍ଵ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ଗୁରୁପୂଜନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଭାରତୀୟ ଶିକ୍ଷଣ ମଣ୍ଡଳ, ବଲାଙ୍ଗିର ଶାଖା ତରଫରୁ ଗୁରୁ ପୂଜନ ଉତ୍ସବ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ କସ୍ତୁରୀ ରଥ ସଂଯୋଜନା ଓ ସଂପାଦକ
Read More...