Yearly Archives

2025

ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଭାରତ ରତ୍ନ ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟ ତିଥି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।
Read More...

ପ୍ରଖ୍ୟାତ ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସୃଜନୀର ବିନୀତ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୃଜନୀ ପରିବାର, ଚେହ୍ନାଇ ଆନୁକୁଲ୍ୟରେ ଓଡିା ସଂସ୍କୃତିର ପ୍ରତିବଦ୍ଧତାଧର୍ମୀ ବିଶେଷଜ୍ଞ, ବହୁମୁଖି ପ୍ରତିଭାଦୀପ୍ତ ଯଶସ୍ୱୀ ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କୁ ସମର୍ପିତ ସମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ “ପ୍ରଣମାମୀ ପ୍ରଣମ୍ୟ
Read More...

କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ସମୀକ୍ଷା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗନ୍ଧରେଲ ରାଧାରମଣ ମନ୍ଦିର ପରିସରରେ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ, ବଲାଙ୍ଗିର ପକ୍ଷରୁ ଅନୁଷ୍ଠାନର ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇସାରିଛି । ବିଶିଷ୍ଟ କୋଶଲି ସଂଗଠକ ଶରତ ଚନ୍ଦ୍ର ହୋତାଙ୍କ ପୌରହିତ୍ୟରେ ଏହି ବୈଠକ
Read More...

ମିଳିତ ଜନଶୁଣାଣୀ ଶିବିରରେ ଯୋଗଦେଲେ ନୂତନ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଭାବେ ଅବସ୍ଥାପିତ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ସୋମବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ସଙ୍ଗେ ସଙ୍ଗେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସଂଗଠିତ ଜିଲ୍ଲାପାଳଙ୍କ ମିଳିତ
Read More...

ବରଗଡ଼ ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସଂଘର ବାର୍ଷିକ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସଂଘର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବରଗଡ଼ ଯଦୁ ମଣି ଅଡିଟୋରିୟମରେ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାମ୍ବାଦିକମାନେ ଏଥିରେ ସାମିଲ ହୋଇଥିଲେ । ମୁଖ୍ୟ ଅତିଥି
Read More...

ୱେବ ମିଡ଼ିଆ ସଂଘର ବାର୍ଷିକ ଉତ୍ସବରେ ୨୬ୟୁନିଟ ରକ୍ତ ସଂଗୃହିତ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ଅବସରରେ ଆଜି ବରଗଡ଼ ଯଦୁମଣି ପ୍ରଧାନ ଅଡ଼ିଟେରିୟମରେ ସଂକଳ୍ପ ପରିବାର ଓ ମିଡ଼ିଆ ସଂଘର ମିଳିତ ଆନୁକୂଲ୍ୟରେ ଏକ ସ୍ୱେର୍ଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରକୁ
Read More...

ଜନ୍ମଦିନରେ ରକ୍ତଦାନ କଲେ ଦମ୍ପତି

ବାରିପଦା, (ଦେବସ୍ମିତ ଚୌଧୁରୀ) : ସମୟ ବଦଳୁଛି, ପରିସ୍ଥିତି ବଦଳୁଛି ତତସହିତ ବଦଳୁଛି ପରମ୍ପରା । ରକ୍ତଦାନ ମହାପୂଣ୍ୟ"କୁ ପାଥେୟ କରି ଆଜିର ସମାଜରେ ଆରମ୍ଭ ହୋଇଛି ନୂତନ ପରମ୍ପରା । ଜନ୍ମଦିନରେ ରକ୍ତଦାନ କରି ପୁଣ୍ୟ ଅର୍ଜନ କରୁଛନ୍ତି ଅନେକ । ଏହି ପରିପେକ୍ଷୀରେ କୁଳିଅଣା ବ୍ଲକର ଧଡ଼ିପଡ଼ା
Read More...

ଭାରତୀୟ ଗୁରୁ ପରମ୍ପରାରେ ବ୍ୟାସଦେବ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍.ଆଇ.ଟି. ପରିସରସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଉରକେଲା ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ 'ଭାରତୀୟ ଗୁରୁ ପରମ୍ପରାରେ ବ୍ୟାସ ଦେବ' ଶୀର୍ଷକ ଆଲୋଚନାଚକ୍ର ସହ ବ୍ୟାସଦେବ
Read More...

ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା : ଅଫିସ ଭିତରେ ରାଉରକେଲା ମହାନଗର ନିଗମ ଆଉଟ ସୋରସିଂ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣଙ୍କ ହେଉଛନ୍ତି ସରସ୍ୱତୀ ସାମନ୍ତରାୟ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ଚାକିରି ନେଇ ବର୍ଷ ବର୍ଷ ଧରି ଗୁହାରି ସତ୍ତ୍ୱେ ନିରାଶ
Read More...

ଦାୟିତ୍ୱ ଗ୍ରହଣ କଲେ କନ୍ଧମାଳର ନୂଆ ଜିଲ୍ଲାପାଳ ଆଇଏଏସ ବେଦଭୂଷଣ

ଫୁଲବାଣୀ : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ପରେ କନ୍ଧମାଳର ନୂତନ ଜିଲ୍ଲାପାଳ ଭାବେ ବେଦଭୂଷଣଙ୍କୁ ନିଯୁକ୍ତି ମିଳିଛି । ସୋମବାର ସେ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ ଯୋଜନାକୁ ତ୍ୱରାନ୍ୱିତ କରାଯିବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି ।
Read More...