Yearly Archives

2025

ଖଲ୍ଲିକୋଟର ଭିନ୍ନକ୍ଷମ ବଳରାମ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରେ ଦ୍ୱାରସ୍ଥ

ବ୍ରହ୍ମପୁର,(କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବକ ବଳରାମ ବେହେରା (୪୫) ଙ୍କର ଦୁଇଟି ଗୋଡ଼ ଜନ୍ମରୁ ନାହିଁ । ଡ଼ଃ ଏ.ପି.ଜେ. ଅବଦୁଲ କାଲାମ୍ ଚାରିଟେବୁଲ୍ ଟ୍ରଷ୍ଟ ଜନକଲ୍ୟାଣକାରୀ ସଂସ୍ଥାର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ
Read More...

ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଆଣିଲେ ବ୍ୟାଡମିଣ୍ଟନ ଖେଳାଳୀ ଅର୍ଣ୍ଣବ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋର୍ଦ୍ଧାଠାରେ ଚାଲିଥିବା YONEX OSBA ALL ODISHA ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ବାଳକ ଅଣ୍ଡର-୦୯ ସିଙ୍ଗଲ ଗ୍ରୁପରେ ବଲାଙ୍ଗିର ପୁଅ ଅର୍ଣ୍ଣବ ସାହୁ ବିଜୟୀ ହୋଇଛନ୍ତି । ଓଡିଶାର ସମସ୍ତ ଜିଲ୍ଲାର ଖେଳାଳୀଙ୍କୁ ପରାସ୍ତ କରି ସେ ଏହି କୀର୍ତ୍ତି ହାସଲ
Read More...

ଗଞ୍ଜାମ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ଶନିବାର ଦିନ ଏନ ଜି ଏନ ଆର ଜି ଏସ ବ୍ଲକ ସ୍ତରୀୟ ସାମାଜିକ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏ ବି ଡ଼ି ଓ ଭାବାନି ଶଙ୍କର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଉପଜିଲ୍ଲାପାଳ ଶିବାଶିଷ ବରାଳ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା
Read More...

‘ରଚନା’ର ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଓଡ଼ିଆ କାବ୍ୟ ପରମ୍ପରାର ସ୍ଥିତି, ଗତି ଓ ପ୍ରକୃତି ଅତ୍ୟନ୍ତ ସୁଦୃଢ ଓ ଶକ୍ତିଶାଳୀ । ଆମ କାବ୍ୟକବିତାର ବିଷୟବସ୍ତୁ ଓ ଏଥିରେ ସନ୍ନିବେଶିତ ବିଭିନ୍ନ କାବ୍ୟରସ ସମାଜର ବିଭିନ୍ନ ବର୍ଗର ମାନସିକତା ଅନୁଯାୟୀ ଉପଯୋଗୀ ଓ ହୃଦୟଗ୍ରାହୀ ହୋଇପାରିଛି । କେବେ ଏହାର
Read More...

ମୁରିବାହାଲ ବ୍ଲକର ନୂତନ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଜିପିଡିଓ ରୂପେ ପ୍ରସନ୍ନ କୁମାର ନାଗଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ନୂତନ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ ପ୍ରସନ୍ନ କୁମାର ନାଗ କାର୍ଯ୍ୟରେ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକରେ ଗ୍ରାମପଞ୍ଚାୟତ ଉନ୍ନୟନ
Read More...

ବାଙ୍କେଲ ହାଇସ୍କୁଲରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସଚେତନତା କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଦ୍ଵାରା ସ୍କୁଲର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ମୋଟ ୪୪ଟି ଅଭିଯୋଗର ଶୁଣାଣି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଓ ଏସପି
Read More...

ଚନ୍ଦନଭାଟି ବିଦ୍ୟାଳୟରେ ସତ୍ୟସାଇ ସଂଗଠନ ପକ୍ଷରୁ ବୃକ୍ଷରୋପଣ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସତ୍ୟ ସାଇ ସଂଗଠନ ବଲାଙ୍ଗିର ଚନ୍ଦନଭାଟି ପ୍ରଧାନ ଶିକ୍ଷକ ସତ୍ୟବ୍ରତ ମିଶ୍ର ଏବଂ ନକୁଲ ସାହୁଙ୍କ ନେତୃତ୍ୱରେ ଚନ୍ଦନଭାଟି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
Read More...

ଏଚଏଫଆଇ ପକ୍ଷରୁ ରାଉରକେଲା ବିକାଶ ଓ ସମସ୍ୟା ନେଇ ଆଲୋଚନା ମଞ୍ଚ’ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏଚଏଫଆଇ ପକ୍ଷରୁ ରାଉରକେଲାର ବିକାଶ ଓ ସମସ୍ୟା ନେଇ ଦ୍ୱିତୀୟ 'ଆଲୋଚନା ମଞ୍ଚ' ସ୍ଥାନୀୟ ହୋଟେଲ ସୋଲେସଠାରେ ଆୟୋଜିତ ହୋଇଯାଇଛି । ଏହି ମଞ୍ଚରେ ରାଜନୈତିକ ମତଭେଦକୁ ଭୁଲି କଂଗ୍ରେସରୁ ରବି ରାୟ, ଭାଜପାରୁ ଧୀରେନ୍ ସେନାପତି, ବିଜେଡିରୁ ବୀରେନ ସେନାପତି ଓ
Read More...

ନୂତନ ଜିଲ୍ଲାପାଳ ୱି.କୀର୍ତ୍ତି ଭାସନଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଭାବେ ଗଞ୍ଜାମ ଜିଲ୍ଲାପାଳ ୱି.କୀର୍ତ୍ତି ଭାସନ୍ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଏଠାରେ ତାଙ୍କରି କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ଆରାଧ୍ୟଦେବୀ ତଥା ବିଶ୍ଵବନ୍ଦନୀୟା ମା' ତାରାତାରିଣୀଙ୍କ ପ୍ରଥମେ ଦର୍ଶନ
Read More...