Yearly Archives

2025

ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କର ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଆଜି ଦୀନା ଦସ୍ତଗୀର୍ ଯୋଗଦାନ କରିଛନ୍ତି । ସେ ୨୦୨୧ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ ଏହା ପୂର୍ବରୁ ବ୍ରହ୍ମପୁରର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି । ଆଜି କାର୍ଯ୍ୟରେ ଯୋଗ ଦେଲାପରେ
Read More...

ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ ।
Read More...

ସ୍କୁଲ ଯିବା ରାସ୍ତାରୁ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ : ଧକ୍କା ମାରି ଖସିଆସିଲେ ଛାତ୍ରୀ

ଢେଙ୍କାନାଳ : ସ୍କୁଲ ଯିବା ରାସ୍ତାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । ଧକ୍କା ମାରି ଅପହରଣକାରୀଙ୍କ କବଳରୁ ଖସିଆସିଲେ ଛାତ୍ରୀ । ଢେଙ୍କାନାଳ ସହର ଜୟଗୋପାଳ ସାହିରେ ଏପରି ଅଘଟଣ ଘଟିଛି । ଛାତ୍ରୀ ଓ ତାଙ୍କ ପରିବାର ଟାଉନ ଥାନାରେ ଅଭିଯୋଗ କରିବା ସହ ଏସପିଙ୍କ ଅଫିସରେ ଧାରଣାରେ
Read More...

ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ତ୍ରିପାଠୀଙ୍କ ପରଲୋକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ପଂଚାୟତ ଅନ୍ତର୍ଗତ ଠେଙ୍ଗାନାଲ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଯୋଗୁଁ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହେଉଥିଲା ।
Read More...

ଶେରଗଡ଼ ବ୍ଲକରେ ମହିଳା ବିଡିଓ ତୃପ୍ତିମୟୀ ଜେନାଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ପ୍ରଥମ ଥର ପାଇଁ ଜଣେ ମହିଳା ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ତୃପ୍ତିମୟୀ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କରି ଯୋଗଦାନରେ ଶେରଗଡ
Read More...

ଖଟୁଆକୁଦା ଗାଁରୁ ବାଇକ ଚୋରି ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ହୁମା ଫାଣ୍ଡି ଅନ୍ତର୍ଗତ ଖଟୁଆକୁଦା ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଏନେଇ ଗାଡି ମାଲିକ ଆଲୋକ ନାହାକ ରବିବାର ହୁମା ଫାଣ୍ଡିରେ ଲିଖିତ ଅଭିଯୋଗ
Read More...

୧୪ ଲକ୍ଷରୁ ଅଧିକ ଠକେଇ ଅଭିଯୋଗ : ୪ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଧିକ ଟଙ୍କା ଦେବା ଲୋଭ ଦେଖାଇ ୧୪ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ୪ଜଣ ଦୁର୍ବୃତ୍ତଙ୍କୁ ଆଜି ଟିଟିଲାଗଡ଼ ପୁଲିସ ଗିରଫ କରିଛି । ଏଥିସହ ସେମାନଙ୍କଠାରୁ ବିପୁଳ ଟଙ୍କା, ୨ଟି ଚାରିଚକିଆ ଗାଡ଼ି, ୨ଟି ମୋବାଇଲ ଜବତ କରିଛି । ଆସନ୍ତା କାଲି ସମସ୍ତ ଗିରଫ
Read More...

ଟିଟିଲାଗଡ ନିକଟସ୍ଥ ଭାଲେଗାଁ ପଞ୍ଚାୟତ ଅନ୍ତର୍ଗତ ବାଗଡେର ଗାଁର ଏକ ମାସର ଶିଶୁ କନ୍ୟା ବିକ୍ରି ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାରେ ପୁଣି ଶିଶୁ ବିକ୍ରି ଅଭିଯୋଗ ଆସିଥିବା ବେଳେ ଆର୍ଥିକ ଅଭାବରୁ ଟିଟିଲାଗଡ ବ୍ଲକରେ ପୁଣି ଶିଶୁ ବିକ୍ରି ହୋଇଥିବା କୁହାଯାଉଛି । ସୂଚନା ମୁତାବକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ନୀଳ ରଣା ଆର୍ଥିକ
Read More...

ଜମି ବିବାଦରୁ ୩ ଭାଇଙ୍କୁ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗାଁରେ ରବିବାର ମଧ୍ୟରାତ୍ରରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଗୋଟିଏ ପରିବାରର ୩ ଭାଇ ଭାଗିରଥି ମହାନ୍ତି, ଗୋପାଳ ମହାନ୍ତି ଓ କାହ୍ନୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଜମି ବିବାଦକୁ ନେଇ ଏହି
Read More...

ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ବିଦ୍ୟାଳୟ ସ୍ଥରୀୟ ଜାତୀୟ “ହେରିଟେଜ କ୍ୱିଜ” ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୨୭ ଜୁଲାଇ ଦିନ ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ଜିଲ୍ଲା ବିଦ୍ୟାଳୟ ସ୍ଥରୀୟ "ଜାତୀୟ ହେରିଟେଜ କ୍ୱିଜ଼" ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୯ଟି ସ୍କୁଲରୁ ୬୪ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ
Read More...