କିଡନୀ ରୋଗରେ ଯମୁନା ଗ୍ରାମର ଦୁଗ୍ଧ ଚାଷୀ ଭବାନୀ ବଘାରଙ୍କ ଆକସ୍ମିକ ବିୟୋଗ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଦୁଗ୍ଧ ଚାଷୀ ଭବାନୀ ବଘାର(୪୮)ଙ୍କ ଶୁକ୍ରବାର ସକାଳେ ରାୟପୁରରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ!-->…
Read More...
Read More...