Yearly Archives

2025

ବଲାଙ୍ଗିର ଜିଲ୍ଲା ଶିଳ୍ପ ସଂଘ ଓଏସ୍‌ମେ ଶାଖାର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ଭଗବତି ଇଣ୍ଡଷ୍ଟ୍ରି ପରିସରରେ ବଲାଙ୍ଗିର ଜିଲ୍ଲା ଶିଳ୍ପ ସଂଘ ଓଏସ୍‌ମେର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାର ବଲାଙ୍ଗିରଠାରେ ଟେକ୍ସଟାଇଲ ପାର୍କ
Read More...

ଦେଓଗାଁ ଚିନିକଳ ସଂଘର୍ଷ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ଚିନିକଳ ସଂଘର୍ଷ ସମିତିର ଏକ ଜରୁରୀ ବୈଠକ ଆଜି ତା.୦୮.୦୮.୨୦୨୫ରେ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଚାଷୀ ସମାବେଶ ତା.୧୨.୦୮.୨୦୨୫ ସମ୍ପର୍କରେ ଆଲୋଚନା କରାଗଲା । ସରକାର ବର୍ତ୍ତମାନ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା
Read More...

କଣ୍ଟେନରରେ ଅଗ୍ନିକାଣ୍ଡ : ଜଳିଗଲା ୧୦୦ ସ୍କୁଟି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବାଇପାସ୍‌ରେ ସ୍କୁଟି କଣ୍ଟେନରରେ ଆକସ୍ମିକ ନିଆଁ ଲାଗି ସମସ୍ତ ସ୍କୁଟି ପୋଡିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ମଧ୍ୟରେ କଣ୍ଟେନେରରେ ଥିବା ୧୦୦ଟି ସ୍କୁଟି ଜଳିଯାଇଛି । ସୂଚନା ମୁତାବକ, କଣ୍ଟେନରଟି
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ : ୨୦ରୁ ଅଧିକ ଯାତ୍ରୀ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ । ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଇଲାକା ପଣ୍ଡୁଆ ରାସ୍ତାରେ ଏହି ଘଟଣା ଘଟିଛି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଡାକ୍ତରଖାନାକୁ ପଠାଯାଇଛି । ସୂଚନା
Read More...

ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୋଗ : ୪ ଅଟକ

କଳାହାଣ୍ଡି : ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ଗୁରୁବାର ବିଳମ୍ଵିତ ରାତିରେ କଳାହାଣ୍ଡି ଭବାନୀପାଟଣା ସହର ବସଷ୍ଟାଣ୍ଡ ନିକଟ ଘୋଡ଼ାଘାଟ ଛକରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେବାନସାଏ ପଡାର ୪ଜଣ ଯୁବକଙ୍କୁ ଅଟକ ରଖି
Read More...

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମଦାହ ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କାଠିଆପଡ଼ା ଅଞ୍ଚଳର ଛାତ୍ରୀ ଆତ୍ମାହୁତି ମାମଲା । ଧରାପଡ଼ିଲା ବ୍ଲାକମେଲର ପୁରୁଷ ବନ୍ଧୁ । ଯୁବତୀଙ୍କ ବୟଫ୍ରେଣ୍ଡ୍‌କୁ ପୁଲିସ ଅଟକ ରଖିଛି । ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ବିଲିକଣା ପଞ୍ଚାୟତ ତେରୋଇ ଗାଁର ପ୍ରମୋଦ ବେହେରା । ତାଙ୍କୁ ଏବେ ଚେନ୍ନାଇରୁ ଓଡ଼ିଶା
Read More...

ଚୋରି କରିବା ବେଳେ ଧରା ପଡ଼ିଲା ଚୋର : ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ

ବ୍ରହ୍ମପୁର : ଘରେ ପଶି ଚୋରି କରିବା ବେଳେ ମାଡ଼ି ବସିଲେ ସ୍ଥାନୀୟ ଲୋକେ । ଚୋରକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ । ପରେ ବଡ଼ବଜାର ଥାନା ଜିମା ଦେଲେ । ଚୋର ଜଣକ ପୁରୁଣା ବ୍ରହ୍ମପୁର ପାଣ୍ଡବ ନଗର ଅଞ୍ଚଳର କହ୍ନେଇ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ
Read More...

ଅଶାନ୍ତ ଶ୍ରୀକ୍ଷେତ୍ର : ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼

ପୁରୀ : ଅଶାନ୍ତ ଶ୍ରୀକ୍ଷେତ୍ର । ପୁରୀରେ ପୁଣି ବୋମାମାଡ଼ । ନୂଆ ମୋଚି ସାହି ଛକ ନିକଟରେ ଥିବା ତୋଟା ଜାଗା ଘର ଉପରେ ବୋମାମାଡ଼ ହୋଇଛି । ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ୨ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି
Read More...

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର…

"ହସ୍ତତନ୍ତ ଆତ୍ମନିର୍ଭରଶୀଳତାର ପ୍ରତୀକ; ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହା ଅହିଂସାତ୍ମକ ସଂଗ୍ରାମର ଏକ ଅସ୍ତ୍ର ମଧ୍ୟ ଥିଲା" ଶିବରାଜ ସିଂହସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଉଲ୍ଲେଖନୀୟ ଦକ୍ଷତା ସ୍ଥାନୀୟ କଳା ଏବଂ ସଂସ୍କୃତିକୁ ପୁନର୍ଜୀବିତ କରିବାରେ ସହାୟକ ହୋଇଛି ବୋଲି ମନ୍ତ୍ରୀ
Read More...

ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ସହର ସ୍ଥିତ ସାଇ ଟିଉଟ୍ରିଆଲ୍ ଠାରେ ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରି ଟେବୁଲ ଟ୍ରଷ୍ଟ ସୌଜନ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷ ରୋପଣ ସଚେତନତା ଶିବିର ସାଂଗକୁ କେତେଜଣ ଆଦର୍ଶ ବ୍ୟକ୍ତି ବିଶେଷ୍ୟଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ
Read More...