Monthly Archives

August 2025

ଚର୍ଚ୍ଚାରେ ବଲାଙ୍ଗିର ମାଟିର ଝିଅ ରିତିକା ଦାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବେଶ ଚର୍ଚ୍ଚାରେ ବଲାଙ୍ଗିର ମାଟିର ଜଣେ ଝିଅ । କାରଣ ଆପଣମାନେ ରାକ୍ଷୀ ବିଭିନ୍ନ ପ୍ରକାରର ଦେଖିଥିବେ କିନ୍ତୁ କେବେ ସମ୍ବଲପୁରୀ ରାକ୍ଷୀ ଦେଖିନଥିବେ । ଅପାଣମାନେ ସମସ୍ତେ ଜାଣିଥିବେ ଯେ, ଆସନ୍ତା ୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ରହିଛି । ଆଉ ଏହି
Read More...

ନୂଆପଡାରେ ୧୧ତମ କୃଷି ଗଣନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ନୂଆପଡା, (ସନ୍ତୋଷ କୁମାର ପଟ୍ଟନାୟକ) : ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଭାଗୃହଠାରେ ୧୧ ତମ କୃଷି ଗଣନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର
Read More...

ଶିକ୍ଷକ ସଂଘ ପକ୍ଷରୁ ପେନସନ ଦାବୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସରକାରଙ୍କ ଉଦ୍ଧେଶ୍ୟରେ ତିନିଦଫା ଏକ ସମ୍ବଳିତ ଦାବିପତ୍ର ସ୍ଥାନୀୟ ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ଜରିଆରେ ପ୍ରଦାନ କରିଥିଲେ । ଦାବୀ
Read More...

ବ୍ଲକ ସ୍ତରୀୟ “ଓଷ୍ଟା” ଶିକ୍ଷକ ସଙ୍ଗଠନର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ଲକ ସ୍ତରୀୟ "ଓଷ୍ଟା " ଶିକ୍ଷକ ସଙ୍ଗଠନର ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଇକମଲଠାରେ ସଙ୍ଘର ଉପ- ସଭାପତି ସୁଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ ଜୀବର୍ଦ୍ଧନ ବିଶି ସଭାର
Read More...

କାର୍ମେଲ ସ୍କୁଲର ଆଞ୍ଚଳିକ ଦ୍ୱିଦିବସୀୟ କ୍ରିଡା ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : କାର୍ମେଲ ସ୍କୁଲ, ଜଲଦା ପ୍ରାୟୋଜିତ ସିଆଇଏସସିଇ ଦ୍ୱାରା ପରିଚାଳିତ ଦ୍ୱିଦିବସୀୟ ଆଞ୍ଚଳିକ କ୍ରୀଡା ପ୍ରତିଯୋଗିତା ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି । ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଜୟସିଲିଆ ଏସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡା
Read More...

ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ : ତଲେ ପଡିଯାଇ ଉଡ଼ିଗଲା ସ୍ୱାମୀଙ୍କ ପ୍ରାଣବାୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମୃତ୍ୟୁ ବି ଏମିତି ଆସେ । ତଳେ ପଡି ଚାଲିଗଲା ପ୍ରାଣବାୟୁ । ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ନିଜ ସ୍ତ୍ରୀ, ଝିଅ ସହ ଟଙ୍କା ଉଠାଣ ପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଆସିଥିବା ସ୍ୱାମୀଙ୍କ ଜୀବନ ଚାଲିଯିବା ଭଳି ଏକ ଅଭାବନୀୟ ଘଟଣା
Read More...

ସାପ୍ତାହିକ ‘ଗଣ ଇସ୍ତାହାର’ର ୪୫ତମ ଜୟନ୍ତୀ ସମାରୋହ

ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ ବରଗଡ଼, (ନିରୋଜ କୁମାର ପାଣୀ) : ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ । ଏହା ସାଙ୍ଗକୁ ସମ୍ବାଦ ପରିବେଷଣ ସମୟରେ ସାମ୍ବାଦିକକୁ ନିଜର ଉଭୟ ବେଗ ଓ ଦିଗ ଉପରେ ନିୟନ୍ତ୍ରଣ ରଖିବା ଦରକାର
Read More...

ଅଭିଭାବକ ମଂଚ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ସାମାଜିକ ସଂଗଠନ ଅଭିଭାବକ ମଂଚ ତରଫରୁ ସ୍ଥାନୀୟ ମାଲଗୋଦାମ ପଡା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ପ୍ରଥମ ଚାରା ଗଛ
Read More...

୬୬୨ ବର୍ଗ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦୁଇ ଦଫା ଦାବି ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଯାଦବ ଭବନରୁ ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଦୁଇ ଦଫା ଦାବି ନେଇ କର୍ମଚାରୀ ସର୍ତ୍ତାବୀଳି ଓ ପେନସନ ଦାବି ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର
Read More...

ବର୍ଣ୍ଣାଳୀ ଜୋନାଲ ସଂଯୋଜିକା ସ୍ୱାହା ଦାଶଙ୍କ ପରିଦର୍ଶନ ଓ ସମୀକ୍ଷା

ଡୁଙ୍ଗୁରିପାଲ, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବଲାଙ୍ଗିର ଜୋନର ବର୍ଣ୍ଣାଳୀ ପାଠ୍ୟକ୍ରମ ମୁଖ୍ୟ ସ୍ୱାହା ଦାଶ । କିଶୋରୀ ବାଳକ ବାଳିକାମାନଙ୍କ ମନୋଭାବର ବିକାଶ, ଶାରୀରିକ ଓ ମାନସିକ ପରିବର୍ତ୍ତନ,
Read More...