Monthly Archives

August 2025

ଜନସେବା ଅଭିମୁଖୀ ଦୃଷ୍ଟିକୋଣ ସହିତ, ୱେଭ୍‌ସ ଓଟିଟି ଭାରତର ଭାଷାଗତ ଏବଂ ସାଂସ୍କୃତିକ ବିବିଧତାକୁ ବୃଦ୍ଧି କରୁଛି;…

ୱେଭ୍‌ସ ଓଟିଟି ଚୟନିତ ମନୋରଞ୍ଜନ ସହିତ ଭାରତୀୟ ଐତିହ୍ୟ, ସାର୍ବଜନୀନ ସେବା କାର୍ୟ୍ୟକ୍ରମ ଏବଂ ଖବର ପ୍ରସାରଣ କରୁଛି; ରାଷ୍ଟ୍ରମନ୍ତ୍ରୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟୱେଭ୍‌ସ ଓଟିଟି ଆକାଶବାଣୀ ଏବଂ ଦୂରଦର୍ଶନରୁ ବିଶ୍ୱସନୀୟ, ସାଂସ୍କୃତିକ ଭାବରେ ସମୃଦ୍ଧ ବିଷୟବସ୍ତୁ ଉପଲବ୍ଧ କରାଇଥାଏ,
Read More...

ଡା. ହାଡିବନ୍ଧୁ ଶତପଥୀଙ୍କ ପତ୍ନୀ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ବରିଷ୍ଠ ଡାକ୍ତର ହାଡିବନ୍ଧୁ ଶତପଥୀଙ୍କ ପତ୍ନୀ ତଥା ପୂର୍ବତନ ଶିକ୍ଷୟତ୍ରୀ ତୃପ୍ତିମୟୀ ମିଶ୍ରଙ୍କ ପରଲୋକ ଘଟିଛି । ବିଗତ କିଛି ସମୟ ହେବ ସେ ଅସୁସ୍ଥ ଥିବା ବେଳେ ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସା ହେଉଥିଲା । ରବିବାର ସକାଳ ୭ଟା ୧୫ରେ ଚିକିତ୍ସିତ
Read More...

ରକ୍ତଦାନ କରି ଯୁବପିଢ଼ି ପାଇଁ ଉଦାହରଣ ସୃଷ୍ଟିକଲେ ବରିଷ୍ଠ ନାଗରିକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ପ୍ରଥମଥର ପାଇଁ ଏକ ନିଆରା ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକମାନେ ରକ୍ତଦାନ କରି ଯୁବପିଢ଼ିମାନଙ୍କ ପାଇଁ ଉଦାହରଣ ସାଜିଲେ । ବୟସକୁ ଖାତିର
Read More...

ସଦଭାବନା ସମିତିର ୫୫୪ତମ ମାସିକ ସନ୍ଥ ଦିବସ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସଦଭାବନା ସମିତି ଆନୁକୂଲ୍ୟରେ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁଭାଶିଷ ନାୟକଙ୍କ ଆବାହକତ୍ୱରେ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ୫୫୪ ତମ ମାସିକ ସନ୍ଥ ଦିବସ ପାଳିତ ହୋଇଯାଇଛି । ସଦସ୍ୟ
Read More...

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳୀ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପିର ବରିଷ୍ଠ ନେତା ନୃସିଂହ ଚରଣ ଜେନା ୬୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସ୍ୱର୍ଗତ ନୃସିଂହ ଜେନା ଏକାଧାରରେ ଜଣେ ରାଜନୈତିକ ନେତା ସହିତ ଜଣେ ସୁଲେଖକ, କବି, ତେଜସ୍ଵୀ ବକ୍ତା, ସମାଜସେବୀ ଥିଲେ । ସେ ବିଭିନ୍ନ ସଙ୍ଗଠନ ସହିତ ଜଡିତ
Read More...

ନୃସିଂହନାଥ ପୀଠରେ ଲୋକାର୍ପଣ ସମାରୋହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର 'ଗଣ ଇସ୍ତାହାର'ର ୪୫ତମ ଜୟନ୍ତୀ ସଂଖ୍ୟା ପବିତ୍ର ନୃସିଂହନାଥ ପୀଠରେ ଲୋକାର୍ପିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ଜୟନ୍ତୀ ସଂଖ୍ୟାକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମର ସ୍ମୃତିରେ
Read More...

ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ଅଭିଯାନର ଶୁଭାରମ୍ଭ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବାରିପଦା ପୌର ପାଳିକା ଅନ୍ତର୍ଗତ ମୁର୍ଗାବାଡି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ଅଭିଯାନର ଶୁଭାରମ୍ଭ ପରିପ୍ରେକ୍ଷୀରେ ଆୟୋଜିତ
Read More...

ନୃସିଂହନାଥ ବୃଦ୍ଧାଶ୍ରମରେ ରକ୍ଷା ବନ୍ଧନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଥିବା ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ମଧ୍ୟରେ ଭାଇଭଉଣୀର ପବିତ୍ର ସମ୍ପର୍କ ଭିତତ୍‌ତ୍ତିରେ ନିଆରା ପରମ୍ପରାରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ
Read More...

ଗଣ୍ତାବାହାଲିଠାରେ ସ୍ବାଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଠାରେ ଗ୍ରାମ୍ୟ ମେହେର ଭୁଲିଆ ସମାଜ ଆନୁକୁଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ ମେହେର ଭୁଲିଆ ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ସଭାପତିତ୍ବରେ
Read More...

ନୃସିଂହ ବନରେ ପ୍ରକୃତି ପ୍ରେମୀଙ୍କ ରାକ୍ଷୀ ବନ୍ଧନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ନିକଟରେ ଥିବା ନୃସିଂହ ବନରେ ପ୍ରକୃତି ପ୍ରେମୀମାନେ ଶନିବାର ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ କରିଛନ୍ତି । ପ୍ରକୃତି ବନ୍ଧୁ ବଡ ଶତପଥୀ ଓ ପ୍ରକୃତି ବନ୍ଧୁ ବିଭୂତି ମୁଣ୍ଡ ଏକ ଅଶ୍ୱତଥ ବୃକ୍ଷ
Read More...