Monthly Archives

August 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୮ତମ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ଖଗୋଳ ଭୌତିକ ବିଜ୍ଞାନ ଅଲମ୍ପିଆଡକୁ…

• ଭାରତରେ, ପରମ୍ପରା ନବସୃଜନ ସହିତ, ଆଧ୍ୟାତ୍ମିକତା ବିଜ୍ଞାନ ସହିତ ଏବଂ କୌତୁହଳ ସୃଜନଶୀଳତା ସହିତ ଯୋଡି ହୋଇଥାଏ । ଶହ ଶହ ବର୍ଷ ଧରି, ଭାରତୀୟମାନେ ଆକାଶକୁ ଅବଲୋକନ କରି ବଡ଼ ବଡ ପ୍ରଶ୍ନ ପଚାରୁଛନ୍ତି : ପ୍ରଧାନମନ୍ତ୍ରୀ• ଆମେ ଲଦାଖରେ ବିଶ୍ୱର ସର୍ବୋଚ୍ଚ ଖଗୋଳ ଭୌତିକ ବିଜ୍ଞାନ ଅନୁଧ୍ୟାନ
Read More...

ଅମଲାସଂଘର ଧାରଣା ତୃତୀୟ ଦିନରେ ପହଞ୍ଚିଲା : ସରକାରୀ ଫାଇଲ୍ କାର୍ଯ୍ୟ ଠପ୍, ଜନଅସନ୍ତୋଷ ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜସ୍ୱ ଅମଲା ସଂଘର ନିର୍ଦ୍ଧେଶ କ୍ରମେ ଗତ ସୋମବାରଠାରୁ ସରକାରୀ କର୍ମଚାରୀ, କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ, ଅଫିସରମାନେ ସମୂହ ଛୁଟି କାଟି ରାଜ୍ୟର ବିଭିନ୍ନ ସଦର ମହକୁମାରେ ଧାରଣାରେ ବସିଛନ୍ତି । ସମ୍ପ୍ରତି ରାଜ୍ୟର ଏକମାତ୍ର
Read More...

ପଦ୍ମପୁରରେ ଆତ୍ମଦାହ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଛାତ୍ରୀମାନଙ୍କ ପାଇଁ ପଦ୍ମପୁର ଥାନା ଆନୁକୂଲ୍ୟରେ ଆତ୍ମଦାହ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ରଖାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ
Read More...

ମୁରିବାହାଲ ଥାନାରେ ନୂତନ ଆଇଆଇସି ରୂପେ ସନାତନ ସାହୁଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାର ନୂତନ ଆଇଆଇସି ରୂପେ ସନାତନ ସାହୁ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥାପିତ ଥିଲେ । ମୁରିବାହାଲ ଥାନାରେ ଆଇଆଇସି ଥିବା ସିପୋରା ସରାୟ ଲୁଗୁନଙ୍କୁ
Read More...

ମୁରିବାହାଲ ଥାନା ପୋଲିସ ପକ୍ଷରୁ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ ଦୁଇ) ଓ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟଠାରେ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଥାନାର ନୂତନ ଆଇଆଇସି ସନାତନ
Read More...

ଛାତ୍ରୀମାନଙ୍କ ଆତ୍ମହତ୍ୟା ଉପରେ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି ଅଭିଯାନ

ସଇଁତଲା, (ଖୁସିରାନୀ ସାହୁ) : ଦିନକୁ ଦିନ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା, ଆତ୍ମଦାହ ପରି ହୀନ ମାନସିକତା ବଢ଼ି ଚାଲିଥିବା ବେଳେ ଆତ୍ମହତ୍ୟା, ଆତ୍ମଦାହ ପରି ହୀନ ମାନସିକତା ଠାରୁ କିପରି ଛାତ୍ରଛାତ୍ରୀମାନେ ଦୁରେଇ ରହିବେ ଓ ସୁସ୍ଥ ସମାଜ ଗଠନରେ ସହାୟକ ହେବେ ସେଥିପାଇଁ କଲେଜର ଅଧ୍ୟକ୍ଷ
Read More...

କ୍ୟାବିନେଟ ମଞ୍ଜୁରୀ : ୪,୬୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା ହେବ…

● ଓଡ଼ିଶାରେ ସିକସେମ୍ ଏବଂ ଥ୍ରୀଡି ଗ୍ଲାସ୍ ପ୍ରକଳ୍ପ ପ୍ରତିଷ୍ଠା କରାଯିବ● ଭାରତ ସେମିକଣ୍ଡକ୍ଟର ମିଶନ: କମ୍ପାଉଣ୍ଡ ସେମିକଣ୍ଡକ୍ଟର ଏବଂ ଆଡଭାନ୍ସଡ୍ ପ୍ୟାକେଜିଂ ପରିଦୃଶ୍ୟରେ ଭାରତର ଦ୍ରୁତ ପ୍ରଗତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ
Read More...

ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଜନ୍ମମାଟି ଫେରିଲେ ଆଶୀର୍ବାଦ

ବରଗଡରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ବରଗଡ, (ନିରୋଜ କୁମାର ପାଣୀ) : ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ଜାତୀୟ ପତାକା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲିତା ଟିକିରା ଗ୍ରାମର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର ଆଜି
Read More...

ଜିଲ୍ଲା ପେଟ୍ରୋଲିୟମ ଡିଲର ଏସୋସିଏସନର ବୈଠକ

ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ସହ ଅଲୋଚନା କରିବାକୁ ୭ଜଣିଆ କମିଟି ଗଠିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଏକ ହୋଟେଲରେ ବଲାଙ୍ଗିର ଜିଲ୍ଲା ପେଟ୍ରୋଲିୟମ ଡିଲର ଏସୋସିଏସନର ଜିଲ୍ଲା ସଭାପତି ଆକାଶ ମିଶ୍ରଙ୍କ ସଭାପତିତ୍ୱରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ
Read More...

ଟିଟିଲାଗଡ଼ରେ ଉପଖଣ୍ଡ ରାଜସ୍ୱ ଅମଲା ସଂଘରକାର୍ଯ୍ୟ ବନ୍ଦ ଡାକରା ଦ୍ୱିତୀୟ ଦିନରେ : ଯୋଗଦେଲେ ଜିଲ୍ଲା ସ୍ତରୀୟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ବ୍ୟାପି କାର୍ଯ୍ୟ ବନ୍ଦ ଡାକରା ଦ୍ୱିତୀୟ ଦିନରେ ପହଞ୍ଚିଛି । ମଙ୍ଗଳବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦ୍ୱିତୀୟ ଦିନରେ ପୁଣି ଥରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ
Read More...