Monthly Archives

August 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରମୁଖ ଘୋଷଣା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ୱାଦଶ ସ୍ୱାଧୀନତା ଦିବସ ଅଭିଭାଷଣ ଅବସରରେ, ଭାରତ ଅଭ୍ୟୁତ୍ଥାନର ନୂତନ ଅଧ୍ୟାୟ ଘୋଷଣା ପାଇଁ ଲାଲକିଲ୍ଲାର ପ୍ରାଚୀରକୁ ଏକ ଲଞ୍ଚପ୍ୟାଡରେ ପରିଣତ କରିଥିଲେ । ୭୯ତମ ସ୍ୱାଧୀନତା ଦିବସରେ, ସେ ଏମିତି ଘୋଷଣା ସବୁ କରିଛନ୍ତି
Read More...

ଆର୍‌ଏନ୍‌ୟୁ, ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ସମ୍ବଲପୁରୀ ନ୍ୟୁଜ୍ ବୁଲେଟିନର ଶୁଭାରମ୍ଭ

ଡିଡି ଓଡ଼ିଆରେ ସ୍ୱାଧୀନତା ଦିବସରେ ଉଦ୍‌ଘାଟନୀ ବୁଲେଟିନ୍ ପ୍ରସାରଣସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ସମ୍ବଲପୁରୀ-ଭାଷୀ ଅଞ୍ଚଳର ଅତିଥିମାନେ ଶୁଭାରମ୍ଭ ଉତ୍ସବରେ ଯୋଗଦେଲେ ଭୁବନେଶ୍ୱର, (ପିଆଇବି) : ସ୍ୱାଧୀନତା ଦିବସର ଐତିହାସିକ ଅବସରରେ, ଆଞ୍ଚଳିକ ସମାଚାର
Read More...

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ମୋର ପ୍ରିୟ ଦେଶବାସୀଗଣ,ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି,
Read More...

ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ସମିତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ପ୍ରାଥମିକ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ସ୍ଵତନ୍ତ୍ର ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ସମିତି ବୈଠକ
Read More...

ଜେ.ଏସ.ଏମ. ମହାବିଦ୍ୟାଳୟରେ କୃଷ୍ଣ ଜନ୍ମାଷ୍ଟମୀର ଭବ୍ୟ ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେ.ଏସ.ଏମ. ମହାବିଦ୍ୟାଳୟରେ କୃଷ୍ଣ ଜନ୍ମାଷ୍ଟମୀ ପର୍ବକୁ ଅତ୍ୟନ୍ତ ହର୍ଷୋଲ୍ଲାସର ସହିତ ପାଳନ କରାଯାଇଛି । ଏହି ବିଶେଷ ଅବସରରେ ମୁଖ୍ୟ୍ ଅତିଥି ଭାବରେ ୟୁ.ପି.ଏମ.ଏସ. ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଳ, ଅତିଥି ଭାବରେ ବରିଷ୍ଠ୍ ସାମ୍ବାଦିକ ମୋହନଲାଲ ଅଗ୍ରୱାଳ ଓ
Read More...

ସାହିତ୍ୟ ସଂସଦ ଦ୍ୱାରା ଗଙ୍ଗାଧର ଜୟନ୍ତୀ ପାଳିତ

"ପ୍ରକୃତିର ସାର୍ଥକ ରୂପକାର କବି ଗଙ୍ଗାଧର" ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଜୟନ୍ତୀ ସମାରୋହରେ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବା ବେଳେ
Read More...

ଜୟପାଟଣା ଯାଦବ ସମାଜ ଆନୁକୂଲ୍ୟରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦ ଉତ୍ସବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସ୍ତରୀୟ ଆଞ୍ଚଳିକ ଯାଦବ ସମାଜର ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ସ୍ଥାନୀୟ ଯାଦବ ଭବନ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଯାଦବ ସମାଜର ବିଶାଳ ସମାବେଶ ମଧ୍ୟରେ ସୁସଜ୍ଜିତ ମଞ୍ଚରେ ପ୍ରଭୁଙ୍କ ଜନ୍ମ ଉତ୍ସବ ପାଳନ
Read More...

ବଲାଙ୍ଗିରଠାରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ଅତି ଆଡମ୍ବର ଓ ହର୍ଷ ଉଲ୍ଲାସ ସହ ପାଳିତ ହୋଇଯାଇଛି । ସ୍ଵାଧୀନତା ଦିବସ-୨୦୨୫ ଅବସରରେ ବଲାଙ୍ଗିର ସହରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରାତଃ ୦୪.୩୦ମି ସମୟ ରେ ଡାକବାଜି ଯନ୍ତ୍ର ମାଧ୍ୟମରେ
Read More...

ପାଗଳା କୁକୁର କାମୁଡ଼ାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼ଭେଳା ବ୍ଲକ ଚିଞ୍ଚେଡ଼ ଗ୍ରାମରେ ପାଗଳା କୁକୁର କାମୁଡ଼ାରେ ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ଯୋଗାଇଦେବା, ବୁଲା କୁକୁରଙ୍କ ଦ୍ୱାରାତ୍ମ୍ୟରୁ ଧନ ଜୀବନ ସୁରକ୍ଷା, କୁକୁର ଘଉଡ଼ାଇବା ପାଇଁ ତୁରନ୍ତ ସ୍ୱତନ୍ତ୍ର ପଦକ୍ଷେପ ନେବା, କୁକୁର କାମୁଡ଼ାରେ ପୀଡ଼ିତ
Read More...

ଦେଶଭକ୍ତି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୯ ତମ ସ୍ୱାଧୀନତା ଦିବସ ପାଳନ ଅବସରେ ସଂଗୀତ ସମିତି ପଦ୍ମପୁର ତରଫରୁ ଦେଶଭକ୍ତି ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପଦ୍ମପୁର ରାଜାଜୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ଓ ସମ୍ମାନିତ
Read More...