Monthly Archives

August 2025

ଛତ୍ରପୁର ଜାତୀୟ ରାଜପଥ ସଙ୍ଗମ ସ୍ଥଳ ମରଣଯନ୍ତା ପାଲଟିଛି : ଫ୍ଲାଏ ଓଭର ବ୍ରିଜ୍ ନଥିବାରୁ ଦୈନିକ ଦୁର୍ଘଟଣା ବୃଦ୍ଧି…

ଦୈନିକ ଜଣ ଜଣଙ୍କର ଜୀବନ ହାନି ଘଟୁଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜାତୀୟ ରାଜପଥ ସଙ୍ଗମ ସ୍ଥଳ ମରଣଯନ୍ତା ପାଲଟିଛି । ଫ୍ଲାଏ ଓଭର ବ୍ରିଜ୍ ନଥିବାରୁ ଦୈନିକ ଦୁର୍ଘଟଣା ଘଟୁଛି । ବର୍ଷ ବର୍ଷ ଧରି ଦିନ ଗଢ଼ି ଯାଉଛି, ଫ୍ଲାଏ ଓଭର୍ ବ୍ରିଜ୍ ନିର୍ମାଣ ନାଁ ଗନ୍ଧ ଦିଶୁ
Read More...

ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ଓ ଗାଁ ଲୋକ ମୁହାମୁହିଁ

ଭିଡ଼ିଓ ଭାଇରାଲ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ପୋଲିସ ହଟ୍ଟହଟା । ପୋଲିସ ସହ ଧସ୍ତାଧସ୍ତି ସହ ମାରପିଟ୍ କଲେ ଗାଁର କିଛି ଲୋକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ । ଗାଁର ପ୍ରେମୀ ଯୁଗଳ
Read More...

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସର ଜନ-ଅଭିଯୋଗ କାର୍ଯ୍ୟସୂଚୀ ପ୍ରକାରେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅବିଳାଷ ଜିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଆଜି ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏହି
Read More...

ଜାତୀୟ ରାଜପଥରେ ଏଲ୍‌ଟି କେବୁଲ ବିଦ୍ୟୁତ ତାର ଛିଣ୍ଡିଲା : ଅଳ୍ପକେ ବର୍ତ୍ତିଲେ ଯୁବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଶନି ମନ୍ଦିରର ପାଶ୍ୱରେ ଯାଇଥିବା ଷୋହଳ ନମ୍ବର ଜାତୀୟ ରାଜପଥ ଉପରେ ଯାଇଥିବା ଏଲ୍ ଟି କେବୁଲ ବିଦ୍ୟୁତ ତାର ହଟାତ ଛିଣ୍ଡି ପଡିଥିଲା । ସେହି ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକଙ୍କ ଉପରେ ତାର ପଡି ଯାଇଥିଲା । ଫଳରେ ଯୁବକ ଜଣକ ଗାଡିରୁ
Read More...

ନୂଆଁଖାଇ ପାଇଁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବୀ

୨୭ରେ ଲାଗିବ ମାଁ ପାଟଣେଶ୍ୱରୀ ମନ୍ଦିରରେ ଲାଗିବ ନୂତନ ଘଣ୍ଟି ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ ଦିଲ୍ଲୀ ରୁ ପଲ୍ଲି ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ ହୋଇଥାଏ । ଏହା କୃଷି ଭିତ୍ତିକ ପର୍ବ ହୋଇଥିବା ବେଳେ ଦିର୍ଘ ବର୍ଷ ହେଲା ତିନି ଦିନ ଛୁଟି ଘୋଷଣା ପାଇଁ
Read More...

ମହାରାଷ୍ଟ୍ର ପୁନେରେ ପ୍ରବାସୀ ଓଡ଼ିଆଙ୍କ ଜନ୍ମାଷ୍ଟମୀ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରାଷ୍ଟ୍ର ପୁନେରେ ପ୍ରବାସୀ ଓଡ଼ିଆମାନେ ସମସ୍ତେ ଏକତ୍ରିତ ହୋଇ ହିନ୍ଦୁ ଧର୍ମର ବଡ ପର୍ବ ଜନମାଷ୍ଟମୀ ପାଳନ କରିଛନ୍ତି ଅଗଷ୍ଟ ମାସର ପନ୍ଦର ତାରିଖ ଦିନ । ଏହି ପର୍ବ ହେଉଛି ଭକ୍ତି, ନମ୍ରତା ଏବଂ ଧାର୍ମିକତାର ପରିଚୟ, ଏହାର ବିବିଧ ପରମ୍ପରା ଏବଂ
Read More...

ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲଙ୍କ ପିତା ରସାନନ୍ଦ ସାମଲଙ୍କ ସୋମବାର ପାଇକମାଲ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନରୁ ଶଯ୍ୟାଶାୟୀ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ମୁତ୍ୟୁ ବେଳକୁ
Read More...

୧୫ ବର୍ଷରୁ ପୁରୁଣା ମାମଲାରେ ଆକ୍ରମଣ ଅଭିଯୁକ୍ତକୁ ୨ବର୍ଷ ଜେଲ

ସଇଁନ୍ତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଭାଗ୍ୟଶ୍ରୀ ପତି ଏକ ୧୫ବର୍ଷ ପୁରୁଣା ଟାଙ୍ଗିଆରେ ଆକ୍ରମଣ ଘଟଣାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ରାୟ ପ୍ରକାଶ କରିଛନ୍ତି । ରାୟରେ ଅଭିଯୁକ୍ତ ସଇଁତଲା ଥାନା
Read More...

ଇଗ୍ନୋ ଡିଇସିଇ ପାଠ୍ୟକ୍ରମର ଓଡ଼ିଆ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରିବା ପାଇଁ ବିଗତ ଜୁନ୍‌ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା । ଏହି ବୁଝାମଣା
Read More...

ଇପିଏଫ୍‌ ଟଙ୍କା ଦାବିରେ ଟିଟିଲାଗଡ଼ ପୌର ପରିଷଦର ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଡାକରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୌର ପରିଷଦର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିବା ସହ ଦେଇଛନ୍ତି କାର୍ଯ୍ୟ ବନ୍ଦ ଡାକରା । ସେମାନଙ୍କ କହିବାନୁଯାୟୀ ସେମାନଙ୍କ ଇପିଏଫ୍ ଟଙ୍କା କଟୁଛି, କିନ୍ତୁ ସେମାନଙ୍କ ଆକାଉଣ୍ଟରେ ତାହା ଜମା ହେଉନାହିିଁ । ଏଭଳି ଦୁର୍ନୀତି କରିବା ସତ୍ତ୍ୱେ କିପରି
Read More...